ଚୋରଙ୍କ ଶବ ଶୋଭାଯାତ୍ରାରେ କୋଟିଏ ଖର୍ଚ୍ଚ, ଧାଡ଼ି ଧାଡ଼ି ଗାଡ଼ି

ଲଣ୍ଡନ: ମାନ୍ୟଗଣ୍ୟ ବ୍ୟକ୍ତି ଓ ଷ୍ଟାରଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯିବା ଆପଣ ଦେଖିଥିବେ। ଏହି ଶୋଭାଯାତ୍ରା ବହୁତ ଭବ୍ୟ ହୋଇଥାଏ। ହେଲେ କେବେ କୌଣସି ଚୋରଙ୍କ ଏପରି ଶବ ଶୋଭାଯାତ୍ରା ହୋଇଥିବା ଦେଖିଛନ୍ତି? ଲଣ୍ଡନରେ ଘଟିଛି ଏମିତି ଏକ ଘଟଣା। ଜଣେ ଚୋରଙ୍କ ଶବ ଶୋଭାଯାତ୍ରାରେ ବାହାରିଥିଲା ଶତାଧିକ ଗାଡ଼ି। ପୋଲିସ କର୍ମଚାରୀ ଏହାକୁ ଜଗିଥିବା ବେଳେ ଆକାଶମାର୍ଗରେ ହେଲିକପ୍ଟର ଜରିଆରେ ସୁରକ୍ଷା ଉପରେ ନଜର ରଖାଯାଇଥିଲା। ଆସନ୍ତୁ ଜାଣିବା ଏହି ଚୋରଙ୍କ […]

1

1

Rakesh Mallick
  • Published: Monday, 07 May 2018
  • Updated: 07 May 2018, 04:40 PM IST

ଲଣ୍ଡନ: ମାନ୍ୟଗଣ୍ୟ ବ୍ୟକ୍ତି ଓ ଷ୍ଟାରଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯିବା ଆପଣ ଦେଖିଥିବେ। ଏହି ଶୋଭାଯାତ୍ରା ବହୁତ ଭବ୍ୟ ହୋଇଥାଏ। ହେଲେ କେବେ କୌଣସି ଚୋରଙ୍କ ଏପରି ଶବ ଶୋଭାଯାତ୍ରା ହୋଇଥିବା ଦେଖିଛନ୍ତି? ଲଣ୍ଡନରେ ଘଟିଛି ଏମିତି ଏକ ଘଟଣା। ଜଣେ ଚୋରଙ୍କ ଶବ ଶୋଭାଯାତ୍ରାରେ ବାହାରିଥିଲା ଶତାଧିକ ଗାଡ଼ି। ପୋଲିସ କର୍ମଚାରୀ ଏହାକୁ ଜଗିଥିବା ବେଳେ ଆକାଶମାର୍ଗରେ ହେଲିକପ୍ଟର ଜରିଆରେ ସୁରକ୍ଷା ଉପରେ ନଜର ରଖାଯାଇଥିଲା। ଆସନ୍ତୁ ଜାଣିବା ଏହି ଚୋରଙ୍କ ସମ୍ପର୍କରେ ଓ ତାଙ୍କ ଶବ ଶୋଭାଯାତ୍ରା ବିଷୟରେ।

3ହେନରୀ ୱିନ୍‌ଷ୍ଟେଣ୍ଟ ନାମକ ଏହି ଚୋର ଜଣଙ୍କ ଜଣେ ବୟସ୍କ ବ୍ୟକ୍ତିଙ୍କ ଘରେ ଚୋରି କରୁଥିବା ବେଳେ ମୃତ୍ୟୁବରଣ କରିଥିଲେ। ସାଉଥ-ଇଷ୍ଟ ଲଣ୍ଡରର ହେନରୀ ମୋଷ୍ଟ ୱାଣ୍ଟେଡ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଓ ସାଙ୍ଗସାଥୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେନରୀଙ୍କ ମରଶରୀରକୁ ଶୋଭାଯାତ୍ରାରେ ନେବାକୁ ସେମାନେ ସ୍ଥିର କରିଥିଲେ। ୩ ତାରିଖରେ ହୋଇଥିବା ଏହି ଶବ ଶୋଭାଯାତ୍ରାରେ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଶୋଭାଯାତ୍ରାରେ ୮ଟି ମର୍ସିଡିଜ, ଲିମୋଜନି ପରି ଗାଡ଼ି ସାମିଲ ହୋଇଥିଲା। ଚାରିଚକିଆ ଗାଡ଼ିର ଏକ ଲମ୍ବା ଲାଇନ୍‌ ତାଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ସତେ ଯେମିତି ଲାଗୁଥିଲା, କୌଣସି ହଲିଉଡ କି ବଲିଉଡ ଷ୍ଟାରଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଛି। ଏଥିରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ଗାଡ଼ିଗୁଡକୁ ଫୁଲରେ ସଜା ଯାଇଥିଲା। ଏଥିରେ ଡାଡି, ହେନରୀ ଓ ହିରୋ ଆଦି ଲେଖାଯାଇଥିଲା। ଏହି ହାଇପ୍ରୋଫାଇଲ୍‌ ଶବ ଶୋଭାଯାତ୍ରାର ସୁରକ୍ଷା ୫୦ ଜଣ ପୋଲିସ୍‌ କରିଥିଲେ। ଏହାସହ ଆକାଶମାର୍ଗରୁ ଦୁଇଟି ହେଲିକପ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story