ପାପୁଲିରୁ ଚମଡ଼ା ଛାଡ଼ୁଛି କି? ଜାଣନ୍ତୁ କେମିତି କରିବେ ଘରୋଇ ଉପଚାର

ଶୀତ ଦିନେ ଆମ ଶରୀରରେ ଅନେକ ପ୍ରକାରର ଚର୍ମ ଜନିତ ସମସ୍ୟା ଦେଖା ଦେଇଥାଏ। ଯେପରିକି ଚର୍ମ ରୁକ୍ଷ ହେବା, ଫାଟିବା ଓ କଳା ପଡ଼ିବା ଇତ୍ୟାଦି। ଏହା ବ୍ୟତୀତ ଶୀତ ଦିନେ ପ୍ରାୟ ଲୋକ ଲୋକଙ୍କ ପାପୁଲିରୁ ଚମଡ଼ା ଛାଡିଥାଏ। ଏହାର କାରଣ ଆପଣଙ୍କ ଡ୍ରାଏ ସ୍କିନ୍, କୌଣସି ପ୍ରକାରର ଏକ୍‌ଜିମା, ଆଲର୍ଜି, ଭିନ୍ନ ଭିନ୍ନ ପ୍ରକାରର ହାଣ୍ଡୱାସ୍ ବ୍ୟବହାର କରିବା ବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ହୋଇପାରେ। ଏହା ବ୍ୟତୀତ ଇନ୍‌ଫେକ୍ସନ୍ […]

Health

Health

Rakesh Mallick
  • Published: Friday, 22 December 2017
  • Updated: 22 December 2017, 01:53 PM IST

Sports

Latest News

ଶୀତ ଦିନେ ଆମ ଶରୀରରେ ଅନେକ ପ୍ରକାରର ଚର୍ମ ଜନିତ ସମସ୍ୟା ଦେଖା ଦେଇଥାଏ। ଯେପରିକି ଚର୍ମ ରୁକ୍ଷ ହେବା, ଫାଟିବା ଓ କଳା ପଡ଼ିବା ଇତ୍ୟାଦି। ଏହା ବ୍ୟତୀତ ଶୀତ ଦିନେ ପ୍ରାୟ ଲୋକ ଲୋକଙ୍କ ପାପୁଲିରୁ ଚମଡ଼ା ଛାଡିଥାଏ। ଏହାର କାରଣ ଆପଣଙ୍କ ଡ୍ରାଏ ସ୍କିନ୍, କୌଣସି ପ୍ରକାରର ଏକ୍‌ଜିମା, ଆଲର୍ଜି, ଭିନ୍ନ ଭିନ୍ନ ପ୍ରକାରର ହାଣ୍ଡୱାସ୍ ବ୍ୟବହାର କରିବା ବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ହୋଇପାରେ। ଏହା ବ୍ୟତୀତ ଇନ୍‌ଫେକ୍ସନ୍ ଯୋଗୁଁ ମଧ୍ୟ ପାପୁଲିରୁ ଚମଡ଼ା ଛାଡ଼ିଥାଏ।

ପାପୁଲିରୁ ଚମଡ଼ା ଛାଡ଼ିଲେ ହାତ ବହୁତ ଅସୁନ୍ଦର ଦେଖାଯାଏ। କାହାକୁ ନିଜ ପାପୁଲି ଦେଖାଇବାକୁ ଭାରି ଖରାପ ଲାଗେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବତାଇବୁ। ଆସନ୍ତୁ ଜାଣିବା ପାପୁଲିରୁ ଚମଡ଼ା ଛାଡ଼ିଲେ କ’ଣ କରିବେ।

ଉଷୁମ ପାଣିରେ ପାପୁଲି ବୁଡ଼ାନ୍ତୁ: ଏକ ପାତ୍ରରେ ଉଷୁମ ପାଣିନେଇ ସେଥିରେ ପାପୁଲିକୁ ୧୦ ମିନିଟ୍‌ ଯାଏଁ ବୁଡ଼ାଇ ରଖନ୍ତୁ। ଆପଣ ଚାହିଁଲେ ଏଥିରେ ଅଳ୍ପ ମହୁ ଓ ଲେମ୍ବୁ ରସ ମିଶାଇ ପାରିବେ। ୧୦ ମିନିଟ୍ ପରେ ଏହାକୁ ଭଲ ଭାବରେ ପୋଛି ଏକ ଭଲ ମଶ୍ଚରାଇଜର କ୍ରିମ ଲଗାନ୍ତୁ। ଏପରି ପ୍ରତିଦିନ କରନ୍ତୁ। ଏହା ଆପଣଙ୍କ ସ୍କିନ୍‌କୁ ସଫ୍ଟ କରିବା ସହ ଶୁଷ୍କ ହେବାରୁ ରକ୍ଷା କରିବ।

ଭିଟାମିନ୍ ଇ-ଅଏଲ ମାଲିସ୍ କରନ୍ତୁ: ପ୍ରଥମେ ପାପୁଲିକୁ ୧୦ ରୁ ୧୫ ମିନିଟ୍ ଯାଏଁ ଉଷୁମ ପାଣିରେ ବୁଡ଼ାଇ ରଖନ୍ତୁ। ୧୦ ମିନିଟ୍ ପରେ ଏହାକୁ ଭଲ ଭାବରେ ପୋଛି ଏଥିରେ ଭିଟାମିନ୍-E ତେଲ ମାଲିସ୍ କରନ୍ତୁ। ଏହା ଆପଣଙ୍କ ସ୍କିନ୍‌କୁ ମଶ୍ଚରାଇଜ କରିବ। ଆପଣ ଏହା ବଦଳରେ ଅଲିଭ୍‌ ଅଏଲ୍ ମଧ୍ୟ ବ୍ୟବହାର କରିପାରିବେ।

ଓଟ୍‌ସ୍: ଅଳ୍ପ ଓଟ୍‌ସ୍‌କୁ ଏକ ପାତ୍ରରେ ଗରମ ପାଣିରେ ଭିଜାନ୍ତୁ। ଓଟ୍‌ସ୍‌ ସଫ୍ଚ ହୋଇଗଲେ ଏଥିରେ ନିଜ ପାପୁଲି ବୁଡ଼ାନ୍ତୁ। ୧୦ ରୁ ୧୫ ମିନିଟ୍ ‌ଏହାକୁ ବୁଡ଼ାଇ ରଖିଲା ପରେ ସଫା ପାଣିରେ ଧୁଅନ୍ତୁ। ତା ପରେ ପାପୁଲିକୁ ପୋଛି ଏଥିରେ ଅଳ୍ପ ମଶ୍ଚରାଇଜର ଲଗାନ୍ତୁ। ଏପରି ପ୍ରତିଦିନ କଲେ ଫରକ ଜାଣିପାରିବେ।

କାକୁଡ଼ି:  ପାପୁଲିରୁ ଚମଡ଼ା ଛାଡ଼ୁଥିଲେ କାକୁଡ଼ି ଏକ ଭଲ ଔଷଧ। କାକୁଡ଼ିକୁ କାଟି ପାପୁଲିରେ ଘଷନ୍ତୁ। ୧୦ ମିନିଟ୍ ପରେ ଉଷୁମ ପାଣିରେ ହାତ ଧୋଇଦିନ୍ତୁ। ବର୍ତ୍ତମାନ ଭଲ ଭାବେ ପାପୁଲିକୁ ପୋଛି ଏଥିରେ ଅଲିଭ୍ ‌ଅଏଲ ଲଗାନ୍ତୁ।

ଘିକୁଆଁରୀ: ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ହାତରେ ଘିକୁଆଁରୀ(ଆଲୋଭେରା)ର ଭିତର ଅଂଶ ବା ଜେଲ୍ ଲଗାଇ ଶୁଅନ୍ତୁ। ପରଦିନ ସକାଳେ ଉଠି ହାତକୁ ଉଷୁମ ପାଣିରେ ଧୁଅନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ଆପଣଙ୍କ ପାପୁଲିରୁ ଚମଡ଼ା ଛାଡ଼ିବା ବନ୍ଦ ହେଇଯିବା। ତା’ ସହ ଏହା କୋମଳ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story