୩ ଏପ୍ରିଲ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଗୁଡ଼ ଖାଇ ଘରୁ ବାହାରିବା ଉଚିତ

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃଷ: ବ୍ୟବସାୟରେ ଲାଭବାନ ହେବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମିଥୁନ: ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଶୁଭ ଖବର ମିଳିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। କର୍କଟ: କ୍ୟାରିୟରରେ ପରିବର୍ତ୍ତନ ହେବ। ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ସିଂହ: ଖର୍ଚ୍ଚ ବଢ଼ିବ। ସତର୍କତା ସହ ଯାନବାହନ ଚଲାନ୍ତୁ। ଶୁଭ ସମାଚାର […]

Rasiphala-1-840x440-1-768x402-1-1-1-1-1

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 07:25 AM IST

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଶୁଭ ଖବର ମିଳିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: କ୍ୟାରିୟରରେ ପରିବର୍ତ୍ତନ ହେବ। ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ: ଖର୍ଚ୍ଚ ବଢ଼ିବ। ସତର୍କତା ସହ ଯାନବାହନ ଚଲାନ୍ତୁ। ଶୁଭ ସମାଚାର ମିଳିବ।

କନ୍ୟା: ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ଚାକିରିରେ ପ୍ରମୋସନ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ବନ୍ଧୁଙ୍କୁ ସାକ୍ଷାତ କରିପାରନ୍ତି। ନୂତନ ଯାନବାହନ କିଣି ପାରନ୍ତି। ଛୋଟ–ଛୋଟ କଥାକୁ ନେଇ ଚିନ୍ତିତ ରହିବେ।

ମକର: ଉଚ୍ଚଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।

କୁମ୍ଭ: ଲାଗି ରହିଥିବା ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଉପହାର ମିଳିବ।

 ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ଗୁଡ ଖାଇ ଘରୁ ବାହାରନ୍ତୁ।

Related story