୧୨ମେ’ଶନିବାର:ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ

ମେଷ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଚିନ୍ତିତ ରହିବ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ଦାୟିତ୍ୱ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ। କ୍ୟାରିୟର୍‌ରେ ସଫଳତା ମିଳିବ। ସୁସ୍ଥ ରହିବେ। ସିଂହ: ଅସୁସ୍ଥ ଅନୁଭବ କରିବେ। କଥା ଉପରେ […]

Rasiphala-image-2-840x440-1-1-768x402-2-1-840x440-1-768x402-1-2-840x440

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 07:30 AM IST

ମେଷ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଚିନ୍ତିତ ରହିବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ଦାୟିତ୍ୱ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ। କ୍ୟାରିୟର୍‌ରେ ସଫଳତା ମିଳିବ। ସୁସ୍ଥ ରହିବେ।

ସିଂହ: ଅସୁସ୍ଥ ଅନୁଭବ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତିତ ରହିବେ।

କନ୍ୟା:କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା:ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

ବିଚ୍ଛା: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶୁଭ ଖବର ଶୁଣିପାରନ୍ତି। ଖର୍ଚ୍ଚ ବଢ଼ିବ।

ଧନୁ: ‍ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ।

ମକର: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

 କୁମ୍ଭ:ଅଟକି ରହିଥିବା ଧନ ମିଳିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମୀନ: ଗୁରୁତ୍ୱପୂର୍ଣ୍ଣ କାମରେ ଯୋଗ ଦେଇପାରନ୍ତି। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

Related story