୧୮ ମାର୍ଚ୍ଚ, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ

ମେଷ: ବ୍ୟସ୍ତତା ଭିତରେ ଦିନ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କର୍କଟ: ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସୁସ୍ଥ ରହିବେ। ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ଭଗବାନଙ୍କୁ ଲାଲ୍‌ ଫୁଲ୍‌ […]

Rasiphala-image-2-1-1-1-1-768x402-1-1-1

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 07:42 AM IST

ମେଷ: ବ୍ୟସ୍ତତା ଭିତରେ ଦିନ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କର୍କଟ: ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସୁସ୍ଥ ରହିବେ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ଭଗବାନଙ୍କୁ ଲାଲ୍‌ ଫୁଲ୍‌ ଅର୍ପଣ କରନ୍ତୁ।

କନ୍ୟା: ପୁରୁଣା ଇଚ୍ଛା ପୂରଣ ହେବ। ଯାନବାହନ କିଣିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ତୁଳା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ବିଚ୍ଛା: ନୂତନ ଯାନବାହାନ କିଣି ପାରନ୍ତି। ପିଲାଙ୍କଠାରୁ ଖୁସି ଖବର ଶୁଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ଧନୁ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କ୍ୟାରିଅର୍‌ରେ ସମସ୍ୟା ଦେଖାଦେଇପାରେ।

ମକର: ନୂତନ କାମ ଆରମ୍ଭ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ଦାୟିତ୍ୱ କମିବ। ବ୍ୟବସାୟରେ ଲାଭବାନ ହେବେ। ସୁସ୍ଥ ରହିବେ।

ମୀନ: ବ୍ୟସ୍ତତା ଭିତରେ ଦିନ କଟିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

Related story