୧୯ ମାର୍ଚ୍ଚ, ସୋମବାର: ଜାଣନ୍ତୁ କେଉଁ ରାଶିରେ ପ୍ରେମ ସମ୍ପର୍କ ମଜଭୁତ ହେବ

ମେଷ: ବ୍ୟସ୍ତତା ଭିତରେ ରହିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ। ବୃଷ:  ଧନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ ହସର ବାତାବରଣ ରହିବ। ନୂତନ ସଂପର୍କର ଆରମ୍ଭ କରିବେ। ମିଥୁନ: ଆପଣଙ୍କ ପାଇଁ ଆଜିର ଦିନଟି ଶୁଭକର। ମାନ ସମ୍ମାନ ମିଳିବ। କ୍ୟାରିଅରରେ ଉନ୍ନତି ହେବ। କର୍କଟ: ଧର୍ମ କାର୍ଯ୍ୟରେ ମନ ଦେବେ। ପରିବାର ସହ ସୁଖରେ ଦିନଟି ବିତିବ। ସ୍ୱାସ୍ଥଭଲ ରହିବ। ସିଂହ: ଅଚାନକ ଅସୁସ୍ଥ ଅନୁଭବ କରିବେ। ଅନୈତିକ […]

Rasiphala-image-2-1-1-1-1-768x402-1-1-1

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 07:39 AM IST

ମେଷ: ବ୍ୟସ୍ତତା ଭିତରେ ରହିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅସୁସ୍ଥ ଅନୁଭବ କରିବେ।

ବୃଷ:  ଧନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ ହସର ବାତାବରଣ ରହିବ। ନୂତନ ସଂପର୍କର ଆରମ୍ଭ କରିବେ।

ମିଥୁନ: ଆପଣଙ୍କ ପାଇଁ ଆଜିର ଦିନଟି ଶୁଭକର। ମାନ ସମ୍ମାନ ମିଳିବ। କ୍ୟାରିଅରରେ ଉନ୍ନତି ହେବ।

କର୍କଟ: ଧର୍ମ କାର୍ଯ୍ୟରେ ମନ ଦେବେ। ପରିବାର ସହ ସୁଖରେ ଦିନଟି ବିତିବ। ସ୍ୱାସ୍ଥଭଲ ରହିବ।

ସିଂହ: ଅଚାନକ ଅସୁସ୍ଥ ଅନୁଭବ କରିବେ। ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଇଶ୍ୱରଙ୍କୁ ସ୍ମରଣ କରନ୍ତୁ।

କନ୍ୟା: ମାନ ସମ୍ମାନ ମିଳିବ। ଉପହାର ମିଳିପାରେ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଜଭୁତ ହେବ।

ତୁଳା: ମାନସମ୍ମାନ ମିଳିବ। ଧନପ୍ରାପ୍ତି ହେବ। ଘରକୁ ବନ୍ଧୁ ଆସିପାରନ୍ତି। ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ।

ବିଛା: ପାଠପଢ଼ା ଉପରେ ଗୁରୁତ୍ୱ ଦିଅନ୍ତୁ। ଆର୍ଥିକ କ୍ଷତିରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ଧନୁ: ପରିବାରରେ ଶୁଭ କାମ ସଂପୂର୍ଣ୍ଣ ହେବ। ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କ ମଜଭୁତ ହେବ।

ମକର: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ:ମାଲିମକଦମାରେ ସଫଳତା ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ନିଜ ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ।

ମୀନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। - ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିପାରେ।

Related story