୨୦ ଜାନୁଆରୀ, ଶନିବାର: ଜାଣନ୍ତୁ ବ୍ୟବସାୟରେ ଲାଭ ହେବ କି କ୍ଷତି

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଦୂରଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଫଳ ଦାୟକ। କ୍ୟାରିୟରରେ ସଫଳତା ମିଳିବ। ବିବାହର ଯୋଗ ରହିଛି। ବ୍ୟବସାୟୀରେ ଲାଭ ପାଇବେ। ମିଥୁନ: ଚାକିରି କ୍ଷେତ୍ରରେ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। କର୍କଟ: ପାରିବାରିକ ସମସ୍ୟା ଦେଖାଦେଇ ପାରେ। ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି। କୁଆଡେ ଗଲେ ଅଳ୍ପ ବାସ୍ନା […]

zodaic

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 06:20 AM IST

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଦୂରଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଫଳ ଦାୟକ। କ୍ୟାରିୟରରେ ସଫଳତା ମିଳିବ। ବିବାହର ଯୋଗ ରହିଛି। ବ୍ୟବସାୟୀରେ ଲାଭ ପାଇବେ।

ମିଥୁନ: ଚାକିରି କ୍ଷେତ୍ରରେ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ।

କର୍କଟ: ପାରିବାରିକ ସମସ୍ୟା ଦେଖାଦେଇ ପାରେ। ଶାରୀରିକ ସମସ୍ୟାରେ ପଡ଼ିପାରନ୍ତି। କୁଆଡେ ଗଲେ ଅଳ୍ପ ବାସ୍ନା ଯୁକ୍ତ ଅତର ପକାଇ ବାହାରନ୍ତୁ।

ସିଂହ: ପିଲାମାନଙ୍କୁ ସଫଳତା ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି।

କନ୍ୟା: ପ୍ରେମ ସମ୍ପର୍କ ନିବିଡ଼ ହେବ। ଅଟକି ରହିଥିବା କାମ ହୋଇଯିବ। ଆଜି ଦିନଟି ଧାଁ ଦୌଡରେ କଟିବ।

ତୁଳା: ପ୍ରେମ ବ୍ୟାପାରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ମାନସିକ ଦୁଃଚିନ୍ତା ଦୂର ହେବ।

ବିଚ୍ଛା: ଅନାବଶ୍ୟକ ଧାଁ ଦୌଡ଼ ବଢ଼ିବ। ଚାକିରି କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ହନୁମାନ ଚାଳିଶା ପାଠ କରନ୍ତୁ ସମସ୍ୟା ଦୂର ହୋଇଯିବ।

ଧନୁ: ପରିବାରରେ ମଙ୍ଗଳ କାମ ହୋଇପାରେ। ଦାୟିତ୍ୱ ବଢ଼ିବ। ବ୍ୟବସାୟ ସମ୍ପ୍ରସାରଣ ହେବାର ଆଶା ରହିଛି।

ମକର: ପିଲାମାନଙ୍କ ସହ ହସଖୁସିରେ ଦିନଟି କଟିବ। ମାନସମ୍ମାନ ବଢିବ। ବନ୍ଧୁ ପରିଜନଙ୍କଠାରୁ ଉପହାର ପାଇବାର ଯୋଗ ରହିଛି।

କୁମ୍ଭ: ଚିନ୍ତା ଦୂର ହେବ। ଯାନବାହନ କିଣିବାର ଯୋଗ ରହିଛି। ଯୁବବର୍ଗ ପ୍ରେମରେ ପଡ଼ି ପାରନ୍ତି।

ମୀନ: ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ। ଯାତ୍ରାରେ ପ୍ରତିବନ୍ଧକ ଆସିପାରେ। କଳା ବସ୍ତୁ ଦାନ କରନ୍ତୁ, ସମସ୍ୟା ଟଳିଯିବ।

Related story