୨୦ ମାର୍ଚ୍ଚ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ମେଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଯାତ୍ରା କରିପାରନ୍ତି। ବୃଷ: ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦ ଭିତରେ ପସନ୍ତୁ ନାହିଁ। ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ପାଇବେ। କର୍କଟ: କ୍ୟାରିଅର୍‌ରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଦିନଟି ବ୍ୟସ୍ତ ଭିତରେ କଟିବ। ସିଂହ: ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ଚାକିରିରେ […]

Rasiphala-image-2-1-1-1-1-768x402-1-1-1

Rakesh Mallick
  • Published: Tuesday, 20 March 2018
  • , Updated: 20 March 2018, 07:38 AM IST

ମେଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଯାତ୍ରା କରିପାରନ୍ତି।

ବୃଷ: ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦ ଭିତରେ ପସନ୍ତୁ ନାହିଁ।

ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ପାଇବେ।

କର୍କଟ: କ୍ୟାରିଅର୍‌ରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଦିନଟି ବ୍ୟସ୍ତ ଭିତରେ କଟିବ।

ସିଂହ: ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଦାୟିତ୍ୱ ବଢ଼ିବ। ଗୁଡ଼ ଦାନ କରନ୍ତୁ।

ତୁଳା: ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ଭଲ ରହିବ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।  କ୍ୟାରିଅର୍‌ରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭାବାନ ହେବେ।

ଧନୁ: ଆଧ୍ୟାତ୍ମିକ କ୍ଷେତ୍ରରେ  ରୁଚି ବଢ଼ିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମାନ-ସମ୍ମାନ ମିଳିବ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। କ୍ୟାରିଅର୍‌ରେ ସମସ୍ୟା ଦେଖାଦେଇପାରେ। ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ: ପରିଶ୍ରମ ଅଧିକ କରିବେ। ମାନ-ସମ୍ମାନ ମିଳିବ। ଆଧ୍ୟାତ୍ମିକ ସ୍ଥାନକୁ ଯାଇ ପାରନ୍ତି।

ମୀନ: ବ୍ୟସ୍ତତା ଭିତରେ ଦିନ କଟିବ। ସଂଯମର ସହ କାମ କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

 

 

 

Related story