୨୧ ମାର୍ଚ୍ଚ, ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଦୂରସ୍ଥାନକୁ ଯାତ୍ରା କରିବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବୃଷ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ। ମିଥୁନ: ବିବାହ ଯୋଗ୍ୟ ଯୁବକ ଯୁବତୀମାନଙ୍କର ବିବାହ ଠିକ୍‌ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହ ଦେଖାହୋଇପାରେ। କ୍ୟାରିୟର୍‌ରେ ଉନ୍ନତି ହେବ। କର୍କଟ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ଜମିଜମାକୁ ନେଇ ଚାଲିଥିବା ମକଦ୍ଦମାରେ ସଫଳତା ପାଇପାରନ୍ତି। ସିଂହ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି […]

Rasiphala-image-2-1-1-1-1-768x402-1-1-1-3

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 07:56 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦରୁ ଦୂରେଇ ରୁହନ୍ତୁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ବୃଷ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କାଟିବେ।

ମିଥୁନ: ବିବାହ ଯୋଗ୍ୟ ଯୁବକ ଯୁବତୀମାନଙ୍କର ବିବାହ ଠିକ୍‌ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହ ଦେଖାହୋଇପାରେ। କ୍ୟାରିୟର୍‌ରେ ଉନ୍ନତି ହେବ।

କର୍କଟ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ଜମିଜମାକୁ ନେଇ ଚାଲିଥିବା ମକଦ୍ଦମାରେ ସଫଳତା ପାଇପାରନ୍ତି।

ସିଂହ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା କାମ ଆଜି ହୋଇପାରେ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ।

କନ୍ୟା:  ପରିବାର ସଦସ୍ୟ ଖୁସିରେ ଦିନ କାଟିବେ। ଅଟକି ରହିଥିବା କାମ ପୂରା ହୋଇପାରେ। କାହାଠାରୁ ଧାରଉଧାର କରନ୍ତୁ ନାହିଁ।

ତୁଳା: ଖର୍ଚ୍ଚାନ୍ତ ହୋଇପାରନ୍ତି। ମାନ-ସମ୍ମାନ ବଢ଼ିବ। ବ୍ୟସ୍ତତା ଭିତରେ ଦିନ କଟିବ।

ବିଚ୍ଛା: ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। କ୍ୟାରିୟର୍‌ରେ ପରିବର୍ତ୍ତନ କରିପାରନ୍ତି।

ଧନୁ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମକର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

କୁମ୍ଭ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।  ଘରକୁ ଅତିଥି ଆସିପାରନ୍ତି।

ମୀନ:  ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆକାମ ଆରମ୍ଭ କରିପାରନ୍ତି। ଉପହାର ମିଳିପାରେ।

 

 

 

Related story