୨୩ ମାର୍ଚ୍ଚ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଅଳସୁଆ ଅନୁଭବ କରିବେ

ମେଷ: ଖର୍ଚ୍ଚ ବଢ଼ିବ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଘରର କୌଣସି ଜିନିଷ ନଷ୍ଟ ହୋଇପାରେ। ବୃଷ: ବ୍ୟବସାୟରେ ଲାଭବାନ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ। ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍କଟ: ଯାନବାହନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ସିଂହ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତ ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିବ। କନ୍ୟା: ଆଳସ୍ୟ […]

Rasiphala

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 07:35 AM IST

ମେଷ: ଖର୍ଚ୍ଚ ବଢ଼ିବ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଘରର କୌଣସି ଜିନିଷ ନଷ୍ଟ ହୋଇପାରେ।
ବୃଷ: ବ୍ୟବସାୟରେ ଲାଭବାନ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ।

ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କର୍କଟ: ଯାନବାହନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।
ସିଂହ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତ ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିବ।
କନ୍ୟା: ଆଳସ୍ୟ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଘରକୁ ଅତିଥି ଆସି ପାରନ୍ତି।
ତୁଳା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଦିନଟି ବ୍ୟସ୍ତ ଭିତରେ କଟିବ।
ବିଚ୍ଛା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସୁସ୍ଥ ରହିବେ। ପିଲାଙ୍କୁ ନେଇ ଚିନ୍ତିତି ରହିବେ।
ଧନୁ: ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ।
ମକର: ଅସୁସ୍ଥ ଅନୁଭବ କରିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।
କୁମ୍ଭ: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବ। ଘର ପାଇଁ କୌଣସି ଜିନିଷ କିଣି ପାରନ୍ତି।
ମୀନ: କାମ ବୋଝରୁ ହାଲ୍‌କା ଅନୁଭବ କରିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

Related story