୨୪ ମାର୍ଚ୍ଚ, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ମେଷ: ଜୀବନ ସାଥୀଙ୍କ ସହଯୋଗ ମିଳିବ। ଘରେ ହସ ଓ ଖୁସିର ବାତାବରଣ ରହିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ। ବୃଷ:  ଉପହାର ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଖୁସି ଅନୁଭବ କରିବେ। ମିଥୁନ: ମାନ-ସମ୍ମାନ ମିଳିବ। କ୍ୟାରିୟରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବିବାହ ସ୍ଥିର ହେବ। କର୍କଟ: କାର୍ଯ୍ୟ କ୍ଷେତ୍ରରେ ପଦନ୍ନୋତି ମିଳିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ସିଂହ: ମାଲି ମକଦ୍ଦମାରେ ସଫଳତା ପାଇବେ। ପରିବାରରେ ଲାଗି […]

Rasiphala-1-840x440

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 08:26 AM IST

ମେଷ: ଜୀବନ ସାଥୀଙ୍କ ସହଯୋଗ ମିଳିବ। ଘରେ ହସ ଓ ଖୁସିର ବାତାବରଣ ରହିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।

ବୃଷ:  ଉପହାର ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଖୁସି ଅନୁଭବ କରିବେ।

ମିଥୁନ: ମାନ-ସମ୍ମାନ ମିଳିବ। କ୍ୟାରିୟରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବିବାହ ସ୍ଥିର ହେବ।

କର୍କଟ: କାର୍ଯ୍ୟ କ୍ଷେତ୍ରରେ ପଦନ୍ନୋତି ମିଳିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ: ମାଲି ମକଦ୍ଦମାରେ ସଫଳତା ପାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

କନ୍ୟା: ମାନ-ସମ୍ମାନ ମିଳିବ। ନୂତନ ଯାନବାହନ କିଣିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବିଚ୍ଛା: ଶରୀରରେ ଆଘାତ ଲାଗିପାରେ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ଧନୁ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭବାନ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

 ମକର: ସୁସ୍ଥ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

 କୁମ୍ଭ: ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ। ଘରେ ହସ ଓ ଖୁସିର ବାତାବରଣ ରହିବ।

 ମୀନ: କ୍ୟାରିୟରରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ

Related story