୨୫ ମାର୍ଚ୍ଚ, ରବିବାର: ପାଠ କରନ୍ତୁ ହନୁମାନ ଚାଳିଶା

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ବୃଷ: ବ୍ୟବସାୟରେ ଲାଭବାନ ହେବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ: ସୁସ୍ଥ ରହିବେ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ଅଳସୁଆ ଅନୁଭବ କରିବେ। ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ସିଂହ: କ୍ୟାରିୟର୍‌ରେ ପରିବର୍ତ୍ତନର ଯୋଗ ରହିଛି। ଦୂର ଯାତ୍ରା କରିପାରନ୍ତି। ଦୀର୍ଘଦିନ ଧରି ଲାଗି […]

Rasiphala-1-840x440-1-768x402

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 07:47 AM IST

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ: ସୁସ୍ଥ ରହିବେ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ଅଳସୁଆ ଅନୁଭବ କରିବେ। ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ: କ୍ୟାରିୟର୍‌ରେ ପରିବର୍ତ୍ତନର ଯୋଗ ରହିଛି। ଦୂର ଯାତ୍ରା କରିପାରନ୍ତି। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

କନ୍ୟା: ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ।

ତୁଳା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମନ ପ୍ରଫୁଲ୍ଲିତ ରହିବ।

ବିଚ୍ଛା: ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ଚାକିରିକୁ ନେଇ ଚିନ୍ତିତ ରହିବେ। ପାନ ପତ୍ର ଖାଇ ଘରୁ ବାହାରନ୍ତୁ।

ଧନୁ: ନୂତନ ଦାୟିତ୍ୱ ଗ୍ରହଣ କରିବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ମକର: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟରେ ଲାଭବାନ ହେବେ। ଋଣ ଦେଣନେଣ କରନ୍ତୁ ନାହିଁ।

କୁମ୍ଭ: ପୁରୁଣା ଇଚ୍ଛା ପୂରଣ ହେବ। ସୁସ୍ଥ ରହିବେ। ଦୂର ଯାତ୍ରା କରି ପାରନ୍ତି।

ମୀନ: ଦିନଟି ବ୍ୟସ୍ତତା ଭିତରେ କଟିବ। ହନୁମାନ ଚାଳିଶା ପାଠ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

 

Related story