୨୬ ମାର୍ଚ୍ଚ, ସୋମବାର: ଜାଣନ୍ତୁ କେଉଁ ରାଶି ବ୍ୟକ୍ତି ଆଜି ଶିବଙ୍କୁ ପୂଜା କରିବା ଉଚିତ

ମେଷ: ଖର୍ଚ୍ଚ ବଢ଼ିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ। ବୃଷ: ଦିନଟି ବ୍ୟସ୍ତତା ଭିତରେ କଟିବ। ପିଲାଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। କ୍ୟାରିୟର୍‌ରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ମାନସିକ ଚିନ୍ତା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନପ୍ରାପ୍ତିର ଯୋଗ ରହିଛି। ସିଂହ: […]

Rasiphala-1-840x440-1-768x402-1

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 07:40 AM IST

ମେଷ: ଖର୍ଚ୍ଚ ବଢ଼ିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ବୃଷ: ଦିନଟି ବ୍ୟସ୍ତତା ଭିତରେ କଟିବ। ପିଲାଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। କ୍ୟାରିୟର୍‌ରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ମାନସିକ ଚିନ୍ତା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ସୁସ୍ଥ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାନ-ସମ୍ମାନ ମିଳିବ। ପ୍ରେମ ସମ୍ପର୍କରେ ସଫଳତା ମିଳିବ।

ତୁଳା:  କ୍ୟାରିୟର୍‌ରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ବିଚ୍ଛା: ବ୍ୟବସାୟରେ ଲାଭବାନ ହେବେ। ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନ ସୁଖ ମିଳିବ।

ଧନୁ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରନ୍ତୁ ନାହିଁ। ଭଗବାନ ଶିବଙ୍କୁ ଆରାଧନା କରନ୍ତୁ।

ମକର: ବିବାହ ସ୍ଥିର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶୁଭ ଖବର ଶୁଣିବାକୁ ପାଇପାରନ୍ତି।

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ କଟିବ। ଉପହାର ମିଳିବ। ମାନ-ସମ୍ମାନ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମୀନ: କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି। ଉପହାର ମିଳିବ।

Related story