୨୭ ମାର୍ଚ୍ଚ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବନ୍ଧୁଙ୍କୁ ସାକ୍ଷାତ କରିବେ

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତି ରହିବେ। ବୃଷ:  ଚିନ୍ତାରୁ ମୁକ୍ତି ପାଇବେ। ମନ ପ୍ରଫୁଲ୍ଲିତ ରହିବ। ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ମିଥୁନ: ଅଳସୁଆ ଅନୁଭବ କରିବେ।  ଅଟକି ରହିଥିକା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଦିନଟି ଖୁସିରେ କଟିବ। ସୁସ୍ଥ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଉପହାର ମିଳିବ। ସିଂହ: କଥା ଉପରେ […]

Rasiphala-1-840x440-1-768x402-1-1

Rakesh Mallick
  • Published: Tuesday, 27 March 2018
  • , Updated: 27 March 2018, 07:36 AM IST

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତି ରହିବେ।

ବୃଷ:  ଚିନ୍ତାରୁ ମୁକ୍ତି ପାଇବେ। ମନ ପ୍ରଫୁଲ୍ଲିତ ରହିବ। ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।

ମିଥୁନ: ଅଳସୁଆ ଅନୁଭବ କରିବେ।  ଅଟକି ରହିଥିକା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଦିନଟି ଖୁସିରେ କଟିବ। ସୁସ୍ଥ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଉପହାର ମିଳିବ।

ସିଂହ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ‍ବଢିବ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ତୁଳା: ଦିନଟି ଭଲରେ କଟିବ। ଘରେ ଖୁସିର ପରିବେଶ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। କୌଣିସି କଥାକୁ ନେଇ ଚିନ୍ତିତ ରହିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପାଣି ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

କୁମ୍ଭ: କାର୍ଯ୍ୟରେ ସଫଳତା ପାଇବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଘରେ ହସ ଓ ଖୁସିର ବାତାବରଣ ରହିବ।

ମୀନ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ସୁସ୍ଥ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story