୨୮ ମାର୍ଚ୍ଚ, ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଦୂରସ୍ଥାନକୁ ଯାତ୍ରା କରିବେ

ମେଷ: ଆଜି ଦିନଟି ଭଲରେ କଟିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନର ସୁଖମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ। ଜୀବନସାଥିଙ୍କ ସହଯୋଗ ମିଳିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ମିଥୁନ:ଦିନଟି ଖୁସିରେ କଟିବ। ପ୍ରେମ ମାମଲାରେ ସଫଳତା ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନୂଆ ବ୍ୟବସାୟ […]

Rasiphala-1-840x440-1-768x402-1-1

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 07:36 AM IST

ମେଷ: ଆଜି ଦିନଟି ଭଲରେ କଟିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ସନ୍ତାନର ସୁଖମିଳିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ। ଜୀବନସାଥିଙ୍କ ସହଯୋଗ ମିଳିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

ମିଥୁନ:ଦିନଟି ଖୁସିରେ କଟିବ। ପ୍ରେମ ମାମଲାରେ ସଫଳତା ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।

ତୁଳା: ନୂଆ କାମ ଆଜି ଆରମ୍ଭ କରିପାରନ୍ତି। ସନ୍ତାନର ସୁଖ ମିଳିବ। ମାନ-ସମ୍ମାନ ବଢ଼ିବ।

ବିଚ୍ଛା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକି ରହିଥିବା ଧନ ଆଜି ମିଳିପାରେ। ଜୀବନସାଥିଙ୍କ ସହଯୋଗ ମିଳିବ।

ଧନୁ: ନୂତନ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜମିଜମାକୁ ନେଇ ଚାଲିଥିବା ମକଦ୍ଦମାରେ ସଫଳତା ମିଳିବ।

ମକର: ବ୍ୟବସାୟରେ ଅଧିକ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଉପହାର ମିଳିପାରେ।

ମୀନ: ଜମିଜମାକୁ ନେଇ ଚାଲିଥିବା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

 

 

Related story