ଜୁନ୍‌ ୨୯ ଶୁକ୍ରବାର : ଦେଖନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ କ୍ଷେତ୍ର ମଜଭୁତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ମିଥୁନ: ଅଯଥା ଖର୍ଚ୍ଚ କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଋଣ କରି ପାରନ୍ତି। କର୍କଟ: ଧନ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି। ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ନିଜ […]

1-3-2-1-768x402

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 04:42 AM IST

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ କ୍ଷେତ୍ର ମଜଭୁତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ।

ମିଥୁନ: ଅଯଥା ଖର୍ଚ୍ଚ କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଋଣ କରି ପାରନ୍ତି।

କର୍କଟ: ଧନ ପ୍ରାପ୍ତି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି।

ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ।

କନ୍ୟା: ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ତୁଳା: ମାନସମ୍ମାନ ମିଳିବ। ଧନପ୍ରାପ୍ତି ହେବ। ଘରକୁ ବନ୍ଧୁ ଆସିପାରନ୍ତି।

ବିଛା: ପାଠପଢ଼ା ଉପରେ ଗୁରୁତ୍ୱ ଦିଅନ୍ତୁ। ଆର୍ଥିକ କ୍ଷତିରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ପରିବାରରେ ଶୁଭ କାମ ସଂପୂର୍ଣ୍ଣ ହେବ। ବିବାହ ସ୍ଥିର ହୋଇପାରେ।

ମକର: ବିବାଦ ଭିତରେ ପଶନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ମାଲିମକଦମାରେ ସଫଳତା ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

ମୀନ: ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

Related story