୧୬ ମାର୍ଚ୍ଚ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଦହି ଖାଇ ଘରୁ ବାହାରିବା ଉଚିତ

ମେଷ: ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ କରିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ବୃଷ: ପରିବାରରେ ଖସ ଓ ଖୁସିର ବାତାବରଣ ହେବ। ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ସୁସ୍ଥ ରହିବେ। ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର ସହ କାମ କରନ୍ତୁ। ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ସିଂହ: ଘରକୁ ଅତିଥି ଆସିପାରନ୍ତି। […]

Rasiphala-image-2-1-1-1-1-768x402-1

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 07:33 AM IST

ମେଷ: ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ କରିବେ। ଜୀବନ ସାଥୀଙ୍କ ସହଯୋଗ ମିଳିବ।

ବୃଷ: ପରିବାରରେ ଖସ ଓ ଖୁସିର ବାତାବରଣ ହେବ। ମାନ-ସମ୍ମାନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ସୁସ୍ଥ ରହିବେ। ମନୋରଞ୍ଜନ କାର୍ଯ୍ୟରେ ସାମିଲ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର ସହ କାମ କରନ୍ତୁ। ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ।

ସିଂହ: ଘରକୁ ଅତିଥି ଆସିପାରନ୍ତି। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

କନ୍ୟା:ବ୍ୟସ୍ତ ଭିତରେ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ପରିବାରରେ ଖସ ଓ ଖୁସିର ବାତାବରଣ ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ବିଚ୍ଛା:ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଘାତ ଠାରୁ ଦୂରେଇ ରୁହନ୍ତୁ। ଦହି ଖାଇ ଘରୁ ବାହାରନ୍ତୁ।

ଧନୁ:କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରାର ଯୋଗ ରହିଛି। ବ୍ୟସ୍ତ ଭିତରେ ଦିନଟି କଟିବ।

ମକର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ: ମାନ-ସମ୍ମାନ ମିଳିବ। ଅଟକି ରହିଥିବା ଧନ ମିଳିବ। ଚାକିରିକୁ ନେଇ ସମସ୍ୟା ଦେଖାଦେଇପାରେ।

 ମୀନ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧଳା ମିଠା ଦାନ କରନ୍ତୁ।

Related story