୧୩ ନଭେମ୍ୱର, ସୋମବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କର ଆଜି ଆତ୍ମବିଶ୍ୱାସ ବଢ଼ିବ

ମେଷ: ଶରୀର ସୁସ୍ଥ ରହିବ। ସାହିତ୍ୟ-କଳା କ୍ଷେତ୍ରରେ ନିଜର ସୃଜନାତ୍ମକ ପ୍ରସ୍ତୁତି କରିବେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଘରେ ଖୁସିର ପରିବେଶ ରହିବ। ବୃଷ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି ଧାର୍ମିକ କାର୍ଯ୍ୟ କରି ପାରନ୍ତି। ଜୀବନରେ ପରିର୍ତ୍ତନ ଆସିପାରେ। ମିଥୁନ: ଖୁସିରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦିନଟି ବ୍ୟସ୍ତ ଭିତରେ କଟିବ। କର୍କଟ: ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ଧନ ମିଳିବ। ସ୍ୱାସ୍ଥ୍ୟ […]

zodaic

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 09:51 AM IST

ମେଷ: ଶରୀର ସୁସ୍ଥ ରହିବ। ସାହିତ୍ୟ-କଳା କ୍ଷେତ୍ରରେ ନିଜର ସୃଜନାତ୍ମକ ପ୍ରସ୍ତୁତି କରିବେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଘରେ ଖୁସିର ପରିବେଶ ରହିବ।

ବୃଷ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି ଧାର୍ମିକ କାର୍ଯ୍ୟ କରି ପାରନ୍ତି। ଜୀବନରେ ପରିର୍ତ୍ତନ ଆସିପାରେ।

ମିଥୁନ: ଖୁସିରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦିନଟି ବ୍ୟସ୍ତ ଭିତରେ କଟିବ।

କର୍କଟ: ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ଧନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ବିଶୃଙ୍ଖଳା ହୋଇପାରେ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କାର୍ଯ୍ୟରେ ସଫଳତା ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ମିଶ୍ର ଖାଇ ଘରୁ ବାହାରନ୍ତୁ। ମାନ-ସମ୍ମାନ ବଢ଼ିବ।

ତୁଳା: ବନ୍ଧୁଙ୍କ ଠାରୁ ଲାଭବାନ ହେବେ। ନୂତନ କାର୍ଯ୍ୟ କରିପାରନ୍ତି। ଘରକୁ ଅତିଥି ଆସି ପାରନ୍ତି।

ବିଚ୍ଛା: କ୍ୟାରିୟରରେ ସଫଳତା ପାଇବେ। ଅଟକି ରହିଥିବା ଧନ ମିଳିବ। ମାନ-ସମ୍ମାନ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ଧନୁ: ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ କରିପାରନ୍ତି। କ୍ରୋଧ ଉପରେ ସଂଯମ ରଖନ୍ତୁ। ଘରେ ଖୁସିର ପରିବେଶ ରହିବ।

ମକର: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ । ମଧ୍ୟାହ୍ନ ପରେ  ମନ ଭଲ ରହିବ।

କୁମ୍ଭ: ଘରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭର ଯୋଗ ରହିଛି। ନୂତନ କାର୍ଯ୍ୟ କରନ୍ତୁ ନାହିଁ।

ମୀନ: ଘରେ ସୁଖ-ଶାନ୍ତିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।  ଅଫିସ୍‌ରେ ସହକର୍ମୀଙ୍କଠାରୁ ସହଯୋଗ ମିଳିବ।

Related story