୪, ମେ’ ଶୁକ୍ରବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ

ମେଷ: ଭାଇ-ଭଉଣୀଙ୍କ ସମ୍ପର୍କ ସୁମଧୁର ହେବ। ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ:ପାରିବାରିକ କହଳରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ପରିବର୍ତ୍ତନ ହୋଇପାରେ। କର୍କଟ: […]

Rasiphala-image-2-840x440-1-1-840x440

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 02:34 AM IST

ମେଷ: ଭାଇ-ଭଉଣୀଙ୍କ ସମ୍ପର୍କ ସୁମଧୁର ହେବ। ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ:ପାରିବାରିକ କହଳରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ପରିବର୍ତ୍ତନ ହୋଇପାରେ।

କର୍କଟ: କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ରଚନାତ୍ମକ କାମ ପାଇଁ ଆଜି ଦିନଟି ଭଲ ଅଛି। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: କୌଣସି ବିବାଦରେ ପଶନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କୁ ବହୁତ ଶୁଭଫଳ ଦେଇପାରେ। କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ମକଦ୍ଦମାରେ ସଫଳତା ମିଳିବ। ପରିବାରରେ ଶୁଭ କାମ ହେବ। ସନ୍ତାନଙ୍କ ଉନ୍ନତି ହେବ। ପରିବାରରେ ଅଶାନ୍ତିର ବାତାବରଣ ଦେଖାଯିବ। ପ୍ରେମ ରାସ୍ତାରେ ଦେଖାଯାଉଥିବା ବାଧା ଆଜି ହଟି ଯିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ।

ବିଛା: ଘରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଲେଖାଲେଖି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଯୋଜନାରେ ଆଜି ସଫଳ ହେବେ।

ତୁଳା: ଅସୁସ୍ଥ ଅନୁଭବ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ବିଛା: ନୂଆ ଜିନିଷ କିଣି ପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଆର୍ଥିକ କ୍ଷେତ୍ରରେ ଲାଭାନ୍ୱିତ ହେବେ।  ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଯାନବାହାନ କିଣିପାରନ୍ତି। ଚାକିରିରେ ଲାଭାବାନ ହେବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଆଜି ଦିନଟି ଭଲ ଅଛି। କୌଣସି ମହିଳାଙ୍କ ଦ୍ୱାରା ଲାଭବାନ ହେବେ।

ମକର: ସନ୍ତାନ ପ୍ରାପ୍ତି ହୋଇପାରେ। ଶିକ୍ଷାର୍ଥୀମାନେ ସାବଧାନତା ଅବଲମ୍ୱନ କରନ୍ତୁ। ଜଗିରଖି ପଇସା ଖର୍ଚ୍ଚ କରନ୍ତୁ।

କୁମ୍ଭ: ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମଳିବ। ପରିବାରରେ କୌଣସି ବିବାଦ ଥିଲେ ତା’ର ଆଜି ସମାଧାନ ହେବ।

ମୀନ: ମାନସମ୍ମାନ ମିଳିବ। ବ୍ୟବସାୟରେ ସଫଳତା ମଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ସଂପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ମନବାଞ୍ଛା ପୂରଣ ହେବ।

Related story