୫ ମେ’ ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ରାଗ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ

ମେଷ: ଅସୁସ୍ଥ ଅନୁଭବ କରିପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବୃଷ:  ସୁସ୍ଥ ରହିବେ। ବିବାହ ସ୍ଥିର ହୋଇପାରେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। କର୍କଟ: ଦୁର୍ଘଟଣା ଯୋଗ ଅଛି। ରାସ୍ତାରେ ଗଲାବେଳେ ସାବଧାନତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପଡ଼ୋଶୀଙ୍କ ସହ ଝଗଡା ହୋଇପାରେ। ସିଂହ: ମାନ-ସମ୍ମାନ ମିଳିବ। ଦୀର୍ଘ […]

Rasiphala-image-2-840x440-1-1-840x440-1-768x402

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 07:27 AM IST

ମେଷ: ଅସୁସ୍ଥ ଅନୁଭବ କରିପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ବୃଷ:  ସୁସ୍ଥ ରହିବେ। ବିବାହ ସ୍ଥିର ହୋଇପାରେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କର୍କଟ: ଦୁର୍ଘଟଣା ଯୋଗ ଅଛି। ରାସ୍ତାରେ ଗଲାବେଳେ ସାବଧାନତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପଡ଼ୋଶୀଙ୍କ ସହ ଝଗଡା ହୋଇପାରେ।

ସିଂହ: ମାନ-ସମ୍ମାନ ମିଳିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯାନବାହନ କିଣିପାରନ୍ତି।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିପାରନ୍ତି।  ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା: ଚାକିରିରେ ପଦୋନ୍ନତି ପାଇପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।

ବିଚ୍ଛା: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।  ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ: ସୁସ୍ଥ ରହିବେ। କୌଣସି ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ମାଲି ମକଦ୍ଦମାରେ ସଫଳତା ପାଇବେ।

ମକର:  ଜୀବନ ସାଥୀଙ୍କ ସହ ଲାଗି ରହିଥିବା ମତାନ୍ତରର ସମାଧାନ ହେବେ। ଧନପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟାଳୟରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

କୁମ୍ଭ: ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଅସୁସ୍ଥ ଅନୁଭବ କରିପାରନ୍ତି।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ କାହା ସହିତ ସମ୍ପର୍କ ବିଗିଡ଼ି ଯାଇପାରେ। ଚାକିରି ବଦଳାଇବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି।

Related story