ଥୋଡ଼ିରୁ ଜାଣନ୍ତୁ ମଣିଷର ସ୍ୱଭାବ

ମଣିଷ ଶରୀରର ସବୁ ଅଙ୍ଗର ମହତ୍ୱ ରହିଛି। ପ୍ରତ୍ୟକ ଅଙ୍ଗ ଠିକ୍‌ ରହିଲେ ମଣିଷ ସୁନ୍ଦର ଦିଶିଥାନ୍ତି। ଯଦି କୌଣସି ଅଙ୍ଗର ଗଠନ ବିଗିଡି ଗଲେ ଅସୁନ୍ଦରତା ଲାଗିଥାଏ। ଆଜି ଆମେ ଆପଣଙ୍କୁ ଥୋଡ଼ି ସମ୍ପର୍କରେ କହିବାକୁ ଯାଉଛୁ। ଓଠର ତଳକୁ ଥିବା ଏହି ଥୋଡ଼ିରୁ ମଣିଷର ସ୍ୱଭାବ ସମ୍ପର୍କରେ ବହୁତ କିଛି ଜାଣିହେବ। ଏନେଇ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କେଉଁ ପ୍ରକାର ଥୋଡ଼ି ଥିଲେ ମଣିଷର ସ୍ୱଭାବ କେମିତି ହୋଇଥାଏ। ସାମାନ୍ୟ […]

chin

chin

Rakesh Mallick
  • Published: Monday, 05 February 2018
  • Updated: 05 February 2018, 09:30 AM IST

Sports

Latest News

ମଣିଷ ଶରୀରର ସବୁ ଅଙ୍ଗର ମହତ୍ୱ ରହିଛି। ପ୍ରତ୍ୟକ ଅଙ୍ଗ ଠିକ୍‌ ରହିଲେ ମଣିଷ ସୁନ୍ଦର ଦିଶିଥାନ୍ତି। ଯଦି କୌଣସି ଅଙ୍ଗର ଗଠନ ବିଗିଡି ଗଲେ ଅସୁନ୍ଦରତା ଲାଗିଥାଏ। ଆଜି ଆମେ ଆପଣଙ୍କୁ ଥୋଡ଼ି ସମ୍ପର୍କରେ କହିବାକୁ ଯାଉଛୁ। ଓଠର ତଳକୁ ଥିବା ଏହି ଥୋଡ଼ିରୁ ମଣିଷର ସ୍ୱଭାବ ସମ୍ପର୍କରେ ବହୁତ କିଛି ଜାଣିହେବ। ଏନେଇ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା କେଉଁ ପ୍ରକାର ଥୋଡ଼ି ଥିଲେ ମଣିଷର ସ୍ୱଭାବ କେମିତି ହୋଇଥାଏ।

chinସାମାନ୍ୟ ଥୋଡ଼ି: ଏପରି ଥୋଡ଼ି ଶୁଭ ଦାୟକ। ଏହି ପ୍ରକାର ଥୋଡ଼ି ଓଠର ଠିକ୍‌ ତଳକୁ ସମାନ୍ତରାଳ ଭାବେ ରହିଥାଏ। ଏପରି ଥୋଡ଼ି ଥିବା ଲୋକେ ସତ କହିବାକୁ ପସନ୍ଦ କରିଥାନ୍ତି ଓ ନିୟମକୁ ପାଳନ କରିଥାନ୍ତି। ଏମାନେ ବହୁତ ଗମ୍ଭର ହୋଇଥାନ୍ତି ଓ ଅଳ୍ପ କଥା କହିଥାନ୍ତି। କମ କହୁଥିଲେ ମଧ୍ୟ ଯେତେବେଳେ କହିଥାନ୍ତି, ମହତ୍ୱପୂର୍ଣ୍ଣ କଥା କହିଥାନ୍ତି। ଏମାନେ ଏମିତି କଥା କହିଥାନ୍ତି, ଏହାକୁ ଅଣଦେଖା କରିହେବ ନାହିଁ। ଯାହା ବି କାମ କରନ୍ତି ନିଃସ୍ୱାର୍ଥ ଭାବରେ କରନ୍ତି। ଏଥିପାଇଁ ଏମାନେ ଘରେ ଓ ସମାଜରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ଯେଉଁଠିକୁ ଯାଇଥାନ୍ତି ମାନସମ୍ମାନ ପାଇଥାନ୍ତି। ଆର୍ଥିକ ସ୍ଥିତି ମଧ୍ୟ ଏମାନଙ୍କର ଭଲ ରହିଥାଏ।

ଗୋଲ ଥୋଡ଼ି: ଯେଉଁ ଲୋକଙ୍କ ଥୋଡ଼ି ଗୋଲାକାର ହୋଇଥାଏ, ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏମାନେ ସବୁ କାମ ତରତର ହୋଇ କରିଥାନ୍ତି। ଏହି କାରଣରୁ ବହୁତ ସମୟରେ ଏମାନଙ୍କୁ ନିରାଶର ସାମ୍ନା କରିବାକୁ ପଡ଼ିଥାଏ। ଏମାନେ ଉପରକୁ ରାଗି ଜଣାପଡ଼ନ୍ତି, ହେଲେ ଭିତରୁ ବହୁତ ଡରକୁଳା ହୋଇଥାନ୍ତି। ଏମାନେ ଅସଭ୍ୟ ମଧ୍ୟ ହୋଇଥାନ୍ତି। ଏହାସତ୍ତ୍ୱେ ଏମାନଙ୍କର ଭଲ ଗୁଣ ହେଲା, ଏମାନେ ଯେଉଁ କାମ କରିଥାନ୍ତି, ସଚ୍ଚୋଟତାର ସହ କରିଥାନ୍ତି। ସ୍ପଷ୍ଟ କଥା କହିବାରେ ଏମାନେ ବିଶ୍ୱାସ ରଖିଥାନ୍ତି।

ଅଣ୍ଡାକାର ଥୋଡ଼ି: ଏ ପ୍ରକାର ଥୋଡ଼ି ଶୁଭ ହୋଇଥାଏ। ଏହି ଥୋଡ଼ି ଥିବା ଲୋକେ ଭାବୁକ, ଚଞ୍ଚଳ, କଳାପ୍ରେମୀ ଓ ଉଚ୍ଚ ବିଚାର ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି। ଏପରି ବ୍ୟକ୍ତି କଳା କ୍ଷେତ୍ରରେ ନାଁ କମାଇଥାନ୍ତି। ଏମାନଙ୍କ ଜୀବନ ଖୋଲା ବହି ପରି ହୋଇଥାଏ। ଏମାନଙ୍କୁ ଜୀବନରେ ବହୁତ ସଫଳତା ମିଳିଥାଏ। କୌଣସି କାମ ହାତକୁ ନେଲେ ଏହାକୁ ନସାରିବା ପର୍ଯ୍ୟନ୍ତ ଶାନ୍ତିରେ ବସନ୍ତି ନାହିଁ।

chinଲମ୍ବା ଥୋଡ଼ି: ସାମାନ୍ୟ ଠାରୁ ଲମ୍ବା ଥୋଡ଼ି ଥିବା ଲୋକଙ୍କ ପାଖରେ ବହୁତ ଗୁଣ ଥାଏ। ଏମାନଙ୍କ ମନ ସ୍ଥିର ରହିଥାଏ। ଏମାନେ ପ୍ରଥମେ ଲକ୍ଷ୍ୟ ସ୍ଥିର କରିଥାନ୍ତି ଓ ଏହାକୁ ହାସଲ କରିବା ପର୍ଯ୍ୟନ୍ତ ମନପ୍ରାଣ ଦେଇ କାମ କରିଥାନ୍ତି। ହେଲେ ବହୁ ସମୟରେ ଏମାନେ କିଛି କଥାକୁ ଧରି ବସିଥାନ୍ତି ଓ କ୍ରୋଧ କରିଥାନ୍ତି। ଏହି କାରଣରୁ ଏମାନେ ସମାଜରେ ସେପରି ସମ୍ମାନ ପାଇ ନଥାନ୍ତି, ଯାହା ପାଇବାକୁ ସେମାନେ ଶତ ପ୍ରତିଶତ ଯୋଗ୍ୟ ହୋଇଥାନ୍ତି।

ଛୋଟ ଥୋଡ଼ି: ଏହି ପ୍ରକାର ଲୋକ ଅଳସୁଆ, ବିବେକହୀନ ଓ କାମ ଠାରୁ ଦୂରେଇ ରହୁଥିବା ଲୋକ ହୋଇଥାନ୍ତି। ଏମାନଙ୍କ ମନରେ କୌଣସି ବଡ଼ ଆଶା ନଥାଏ। ଏଥିପାଇଁ ଏମାନେ ଦୁର୍ବଳ ମାନସିକତାର ବ୍ୟକ୍ତି ହୋଇଥାନ୍ତି।

ତଳକୁ ଦବି ରହିଥିବା ଥୋଡ଼ି: ଏହି ପ୍ରକାର ଥୋଡ଼ି ଓଠ ତଳକୁ ସାମାନ୍ୟ ଦବି ରହିଥାଏ। ଏମାନେ ଚଞ୍ଚଳ ହୋଇଥାନ୍ତି। ଏହାସହ ଏମାନେ ଅଳସୁଆ ଓ ନିରାଶ ପ୍ରବୃତ୍ତିର ହୋଇଥାନ୍ତି। ଏମାନେ ମାନସିକ ସ୍ତରରେ ସୁସ୍ଥ ନଥାନ୍ତି। ଏହି କାରଣରୁ ଏମାନଙ୍କ ପାଖରେ ବୁଝିବିଚାରି କାମ କରିବାର କ୍ଷମତା କମ ରହିଥାଏ। ଏମାନେ ବହୁତ ଅଧିକ କଥା କହିଥାନ୍ତି, ହେଲେ କ’ଣ କହୁଛନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ। ସବୁ କାମକୁ ଏମାନେ ଉତ୍ସାହର ସହ କରିଥାନ୍ତି। ବେଳେ ବେଳେ ଏତେ ଉତ୍ସାହିତ ହୋଇଯାଇଥାନ୍ତି ଯେ, ଲୋକଙ୍କ ରାଗ ଓ ହସର ଶିକାର ହୋଇଥାନ୍ତି। ପାରିବାରିକ ଜୀବନରେ ମଧ୍ୟ ଏମାନଙ୍କ କୌଣସି ସମ୍ମାନ ନଥାଏ।

ଆଗକୁ ବାହାରି ଥିବା ଥୋଡ଼ି: ଏପରି ଥୋଡ଼ି ଥିବା ଲୋକ କର୍ମଠ ଓ ନିଜ କାମ ପ୍ରତି ଯତ୍ନବାନ ରହିଥାନ୍ତି। ଏହାସତ୍ତ୍ୱେ ଏମାନଙ୍କ ପାଖରେ ବହୁତ ଖରାପ ଗୁଣ ରହିଥାଏ। ଏପରି ଥୋଡ଼ି ଥିବା ବ୍ୟକ୍ତି ସ୍ୱାର୍ଥପର ପ୍ରବୃତ୍ତିର ହୋଇଥାନ୍ତି। ଅର୍ଥ ରୋଜଗାର ପାଇଁ ଏମାନେ ସବୁକିଛି କରିପାରିବେ। ଏମାନେ ଧ୍ରୁତ ଓ ଖଳ ପ୍ରକୃତିର ହୋଇଥାନ୍ତି। ଏମାନଙ୍କ ଉପରେ ସହଜରେ ଭରଷା କରିହେବ ନାହିଁ। ବିନା କାରଣରେ ଏମାନେ ସମସ୍ତଙ୍କ ସହ ଝଗଡା କରିବସନ୍ତି। ଏପରି ଥୋଡ଼ି ଥିବା କିଛି ଲୋକ ଅପରାଧୀ ମଧ୍ୟ ହୋଇଥାନ୍ତି। ଯେତେ ବୁଝାଇଲେ ବି ଏମାନେ ନିଜ ସ୍ୱଭାବରେ ପରିବର୍ତ୍ତନ କରି ନଥାନ୍ତି। ଏମାନଙ୍କ ପରିବାର ଲୋକେ ମଧ୍ୟ ଏମାନଙ୍କ କାମକୁ ନେଇ ସମସ୍ୟାରେ ପଡ଼ିଥାନ୍ତି।

chinବର୍ଗାକାର ଥୋଡ଼ି: ଏହି ପ୍ରକାର ଥୋଥି ସମକୋଣ ସ୍ଥିତିରେ ରହିଥାଏ। ଏପ୍ରକାର ଥୋଡ଼ି ଥିବା ବ୍ୟକ୍ତି ସାଧାରଣତଃ ଆର୍ଥିକ ସ୍ୱଚ୍ଛଳ ହୋଇଥାନ୍ତି। ଏମାନଙ୍କ ପାଖରେ ଅର୍ଥର ଅଭାବ ନଥାଏ। ଏହି କାରଣରୁ ଏମାନଙ୍କ ମଧ୍ୟରେ ବହୁତ ଖରାପ ଗୁଣ ଆସିଯାଇଥାଏ। ଏମାନେ କାମଶକ୍ତ ହୋଇଥାନ୍ତି ଓ ନିଜ ଶକ୍ତିକୁ ଖଳ କାମ ପାଇଁ ଉପଯୋଗ କରିଥାନ୍ତି। ଏମାନେ ବହୁତ ଅଳସୁଆ ହୋଇଥାନ୍ତି। ଏମାନେ କୌଣସି କାମ ହୃଦୟରୁ କରି ନଥାନ୍ତି। ଏଥିପାଇଁ ଅନ୍ୟମାନେ ଏମାନଙ୍କୁ ପସନ୍ଦ କରି ନଥାନ୍ତି। ଏମାନଙ୍କ ପାଖରେ ଅର୍ଥବଳ ଥିବାରୁ, ପସନ୍ଦ କରୁ ନଥିଲେ ବି ଭୟରେ ଏମାନଙ୍କ ହଁରେ ଲୋକେ ହଁ ମାରିଥାନ୍ତି।

ଚଉଡା ଥୋଡ଼ି: ଏପରି ଥୋଡ଼ି ସମାନ୍ୟଠାରୁ ଅଧିକ ଚଉଡା ହୋଇଥାଏ। ଏପ୍ରକାର ବ୍ୟକ୍ତି ଏକୁଟିଆ ରହିବାକୁ ଭଲ ପାଇଥାନ୍ତି। ଏମାନେ ବହୁତ ଭାବୁକ ହୋଇଥାନ୍ତି। ଏମାନେ କାମ ହୃଦୟରୁ କରିଥାନ୍ତି। ଏମାନଙ୍କ ପାଖରେ ଦେଖାଇ ହେବା ଗୁଣ ଆଦୌ ନଥାଏ। ଏହାସତ୍ତ୍ୱେ ଏମାନଙ୍କ ପାଖରେ କିଛି ଖରାପ ଗୁଣ ଥାଏ। ଅଧିକ କାମ କରିବାକୁ ଇଚ୍ଛା ଯୋଗୁଁ ଏମାନଙ୍କ ମନ ଅନ୍ୟ କେଉଁଠି ଲାଗି ନଥାଏ। ବେଳେ ବେଳେ ଏମାନଙ୍କ ମନ ବହୁତ ଚଞ୍ଚଳ ରହିଥାଏ। ଏମାନଙ୍କୁ ଯାହା ଭଲ ଲାଗିଥାଏ, ସେ ବିଷୟରେ ଦିନସାରା ଚିନ୍ତା କରିଥାନ୍ତି। ବହୁ ସମୟରେ ଏମାନେ ବାସ୍ତବିକତାଠାରୁ ଅଲଗା ଭାବିଥାନ୍ତି। ଏହି କାରଣରୁ ଏମାନଙ୍କୁ ସମସ୍ତେ ଥଟ୍ଟାମଜା କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story