ସୌରଜଗତରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହି ଗ୍ରହ ଯୋଗାଯୋଗ, ବିଚାର ଚର୍ଚ୍ଚା ଓ ଅଭିବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରେ। ଜନ୍ମ ଜାତକରେ ଏହି ଗ୍ରହ ଅଶୁଭ ସ୍ଥିତିରେ ଥିଲେ ବା ନିଚ ଘରେ ଥିଲେ ଗଳା ଖରାପ ହେବା ,ଦେହର ବଳ କମିଯିବା, ପରିବାରରେ କଳହ ଲାଗିବା, ଦାନ୍ତ ରୋଗ, ବ୍ୟାପାରରେ କ୍ଷତି ଓ କରଜ ମକୋଦ୍ଦମା ଲାଗିରହେ। ତେବେ ଆସନ୍ତୁ ଜାଣିବା ଜାତକରେ ବୁଧ ଦୋଷବାହ ସ୍ଥାନରେ ରହିଥିଲେ କିପରି କରିବେ ନିରାକରଣ।
- ବୁଧବାର ଭଗବାନ ବିଷ୍ଣୁଙ୍କୁ ସହସ୍ରନାମ ଜପ କରନ୍ତୁ।
- କୌଣସି ବୁଧବାର ଲୁହା ମୁଦିକୁ ଇଷ୍ଟ ଦେବତାଙ୍କ ପାଖରେ ପୂଜା କରନ୍ତୁ। ପୂଜା କରିବା ସମୟରେ ନିଜ ମନୋକାମନା ଠାକୁରଙ୍କ ଆଗରେ ଜଣାନ୍ତୁ। ମୁଦିକୁ କାଣି ଆଙ୍ଗୁଠିରେ ଧାରଣ କରନ୍ତୁ। ମନଷ୍କାମନା ପୁରଣ ହୋଇଗଲେ ବହୁଥିବା ନଦୀରେ ଏହାକୁ ଭସାଇ ଦିଅନ୍ତୁ।
- ବୁଧବାର ଦିନ ଗାଇକୁ ଘାସ ଖାଇବାକୁ ଦିଅନ୍ତୁ।
- ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ଭଗବାନ ଗଣେଶଙ୍କ ପାଖରେ ଲଡୁ ଭୋଗ ଲଗାନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...