ଲିବ୍ୟାରେ ଆଇଏସଆଇଏସ୍ ଦ୍ୱାରା ଅପହୃତ ପ୍ରଭାସ ମୁକ୍ତ

ଭୁବନେଶ୍ୱର: ସବୁ ଆଶଙ୍କାର ଅନ୍ତ ଘଟିଛି। ଲିବ୍ୟାରେ ଆତଙ୍କବାଦୀ ସଂଗଠନ ଆଇଏସଆଏସ୍ ଦ୍ୱାରା ଅପହୃତ ଓଡ଼ିଆ ଯୁବକ ପ୍ରଭାସ ରଂଜନ ସାମଲ ମୁକ୍ତି ପାଇଛନ୍ତି। ଗତକାଲି ସନ୍ଧ୍ୟାରୁ ସେ ମୁକ୍ତି ପାଇ ସାରିଛନ୍ତି। ଆଜି ପ୍ରଭାତଙ୍କ ଭାଉଜ ମାନସୀ ନାୟକ ଏହି ସୂଚନା ଦେଇଛନ୍ତି। ମାନସୀ ‘ଓଟିଭି’କୁ ଫୋନ୍ ଯୋଗେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଜି ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପ୍ରଭାସ ତାଙ୍କୁ ଫୋନ୍ କରିଥିଲେ। ତାଙ୍କୁ ଆତଙ୍କବାଦୀମାନେ ଗତକାଲି ସନ୍ଧ୍ୟାରୁ […]

prabhasa

prabhasa

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 10:50 AM IST

Sports

Latest News

[caption id="attachment_33284" align="alignleft" width="300"]prbhasa ପ୍ରଭାସ ରଂଜନ ସାମଲ[/caption]

ଭୁବନେଶ୍ୱର: ସବୁ ଆଶଙ୍କାର ଅନ୍ତ ଘଟିଛି। ଲିବ୍ୟାରେ ଆତଙ୍କବାଦୀ ସଂଗଠନ ଆଇଏସଆଏସ୍ ଦ୍ୱାରା ଅପହୃତ ଓଡ଼ିଆ ଯୁବକ ପ୍ରଭାସ ରଂଜନ ସାମଲ ମୁକ୍ତି ପାଇଛନ୍ତି। ଗତକାଲି ସନ୍ଧ୍ୟାରୁ ସେ ମୁକ୍ତି ପାଇ ସାରିଛନ୍ତି। ଆଜି ପ୍ରଭାତଙ୍କ ଭାଉଜ ମାନସୀ ନାୟକ ଏହି ସୂଚନା ଦେଇଛନ୍ତି। ମାନସୀ ‘ଓଟିଭି’କୁ ଫୋନ୍ ଯୋଗେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଜି ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପ୍ରଭାସ ତାଙ୍କୁ ଫୋନ୍ କରିଥିଲେ। ତାଙ୍କୁ ଆତଙ୍କବାଦୀମାନେ ଗତକାଲି ସନ୍ଧ୍ୟାରୁ ଛାଡ଼ି ଦେଇଛନ୍ତି। ସେ ଏବେ ସେଠାରେ ତାଙ୍କର ଜଣେ ବନ୍ଧୁଙ୍କ ଘର ଅଛନ୍ତି। ସେହି ବନ୍ଧୁଙ୍କ ଘରୁ ହିଁ ସେ ଫୋନ୍ କରିଥିଲେ।

ମାନସୀ ଆହୁରି ମଧ୍ୟ କହିଥିଲେ, ଆତଙ୍କବାଦୀମାନେ ପ୍ରଭାସଙ୍କୁ ସର୍ତ୍ତମୂଳକ ମୁକ୍ତି ଦେଇଛନ୍ତି। ସେ ଏକ ବଣ୍ଡ୍ ପେପରରେ ସ୍ୱାକ୍ଷର କରିଛନ୍ତି।  ପ୍ରଭାସ ଓଡ଼ିଶା ଫେରି ଆସିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ଚେଷ୍ଟା କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ସେ ବର୍ତ୍ତମାନ ସୁରକ୍ଷିତ ଥିବା ତଥା ପରିବାର ଲୋକେ ଚିନ୍ତା ନକରିବାକୁ କହିଛନ୍ତି।

ମାନସୀ କହିଥିଲେ ଯେ ପ୍ରଭାସ ମୁକ୍ତି ହେବା ପରେ ତାଙ୍କ ପତ୍ନୀଙ୍କୁ ଏପର୍ଯ୍ୟନ୍ତ ଭେଟି ପାରି ନାହାନ୍ତି। ସେ ସେଠାରୁ ଦୂରରେ ଅଛନ୍ତି। ତେବେ ପ୍ରଭାସ ଲିବ୍ୟାର କେଉଁ ସହରରେ ବର୍ତ୍ତମାନ ଅଛନ୍ତି ତଥା ତାଙ୍କୁ ଆତଙ୍କବାଦୀମାନେ ତାଙ୍କୁ କେଉଁଠି ନେଇ ରହିଥିଲେ- ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

ସେହିପରି ଆତଙ୍କବାଦୀମାନେ କେଉଁ ସର୍ତ୍ତରେ ପ୍ରଭାସଙ୍କୁ ଛାଡ଼ିଛନ୍ତି ସେ ବିଷୟରେ ସଂପୂର୍ଣ୍ଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପ୍ରଭାସ ତାଙ୍କ ଭାଉଜଙ୍କୁ କହିଥିଲେ ସେ କାମ କରୁଥିବା ମେଡିକାଲ ନଛାଡ଼ିବାକୁ ଓ କାର୍ଯ୍ୟ ଜାରି ରଖିବା ନେଇ ଆତଙ୍କବାଦୀମାନେ ତାଙ୍କ ସହିତ ଚୁକ୍ତି କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଭାସଙ୍କ ସହିତ ଚାରି ଜଣଙ୍କୁ ଆଇଏସଆଇଏସ୍ ଅପହରଣ କରିଥିବା ନେଇ ଗତକାଲି ଜଣାପଡ଼ିଥିଲା। ପ୍ରଭାସଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଲିବ୍ୟାର ଏକ ହସ୍ପିଟାଲରେ ଟେକ୍ନିସିଆନ୍ ଭାବେ କାମ କରୁଛନ୍ତି। ଗତମାସ ୨୦ ତାରିଖରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନଥିଲା।  ପ୍ରଭାସଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ପ୍ରଭାସଙ୍କୁ ମୁକୁଳାଇବା ଲାଗି ତାଙ୍କ ପରିବାର ସରକାରଙ୍କୁ ନିବେଦନ କରିଥିଲେ।

ତେବେ ପ୍ରଭାସଙ୍କ ମୁକ୍ତି ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଯାବତ ସ୍ପଷ୍ଟ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story