ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଜଣେ ଶିଶୁ ମୃତ

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌  ମାଲକାନଗିରି ଜିଲ୍ଲାରେ ଆଜି ଆଉ ଏକ ଜୀବନ ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପଡ଼ିଆ ବ୍ଲକ ଗୋରଖପାଲି ଗାଁର ଲକ୍ଷ୍ମୀ ଓଗେଲ (ଦେଡ଼ ବର୍ଷ)। ଲକ୍ଷ୍ମୀକୁ ମିଶାଇ ଜିଲ୍ଲାରେ ୯୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଲକ୍ଷ୍ମୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତକାଲି କୋରକୋଣ୍ଡା ବ୍ଲକ୍ ଏମଭି-୨୨ର  ଶିଶୁପୁତ୍ର ବବୁଲ […]

malkangiri

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 04:07 PM IST

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌  ମାଲକାନଗିରି ଜିଲ୍ଲାରେ ଆଜି ଆଉ ଏକ ଜୀବନ ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପଡ଼ିଆ ବ୍ଲକ ଗୋରଖପାଲି ଗାଁର ଲକ୍ଷ୍ମୀ ଓଗେଲ (ଦେଡ଼ ବର୍ଷ)। ଲକ୍ଷ୍ମୀକୁ ମିଶାଇ ଜିଲ୍ଲାରେ ୯୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି।

ଲକ୍ଷ୍ମୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ଗତକାଲି କୋରକୋଣ୍ଡା ବ୍ଲକ୍ ଏମଭି-୨୨ର  ଶିଶୁପୁତ୍ର ବବୁଲ ହାଲୁଆ(୫) ଓ ମାଥିଲିର ଶିଶୁକନ୍ୟା ଝାନସୀ ଭୂମିଆ(୫)।

Related story