ଜେଇଇ ମେନ୍‌ରେ ୧୦୦ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଦେଇ ପାରିବେ ଜେଇଇ ଆଡଭାନ୍ସ

ଭୁବନେଶ୍ୱର: ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ କଟ୍‌ ଅଫ ମାର୍କ ୧୦୦ ରହିଥିବା ଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ୧୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବେ ସେମାନେ ଜେଇଇ ଆଡଭାନ୍ସ ଦେଇ ପାରିବ। ମେ’ ୨୨ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ। ସର୍ବଭାରତୀୟ ସ୍ତରରେ ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ୪୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ।

jEE-EXAM

Rakesh Mallick
  • Published: Wednesday, 27 April 2016
  • , Updated: 27 April 2016, 06:04 PM IST

ଭୁବନେଶ୍ୱର: ଜେଇଇ ମେନ୍‌ ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ କଟ୍‌ ଅଫ ମାର୍କ ୧୦୦ ରହିଥିବା ଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ୧୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବେ ସେମାନେ ଜେଇଇ ଆଡଭାନ୍ସ ଦେଇ ପାରିବ। ମେ’ ୨୨ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ।

ସର୍ବଭାରତୀୟ ସ୍ତରରେ ୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ୪୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ।

Related story