ସରିଲା ସର୍ବଭାରତୀୟ ଜେଇଇ ଆଡଭାନ୍ସଡ: ରାଜ୍ୟରେ ପରୀକ୍ଷା ଦେଲେ ୨, ୭୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: ସରିଲା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସ)। ଏହି  ପରୀକ୍ଷାର ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଦେଶର ସମସ୍ତ IIT ଏବଂ ISM ଧାନବାଦରେ ନାମ ଲେଖାଇବାର ସୁଯୋଗ ପାଇବେ। ଆସନ୍ତା ଜୁନ୍ ୧୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ସାରା ଦେଶରୁ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୨୭,୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ IIT ଚେନ୍ନାଇ ଏହି ପରୀକ୍ଷା ପରିଚାଳନା କରିଛି। ଯେଉଁ ଛାତ୍ରଛାତ୍ରୀ […]

jee

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 06:58 PM IST

ଭୁବନେଶ୍ୱର: ସରିଲା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସ)। ଏହି  ପରୀକ୍ଷାର ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଦେଶର ସମସ୍ତ IIT ଏବଂ ISM ଧାନବାଦରେ ନାମ ଲେଖାଇବାର ସୁଯୋଗ ପାଇବେ। ଆସନ୍ତା ଜୁନ୍ ୧୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।

ସାରା ଦେଶରୁ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୨୭,୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ IIT ଚେନ୍ନାଇ ଏହି ପରୀକ୍ଷା ପରିଚାଳନା କରିଛି। ଯେଉଁ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ ଭଲ ରାଙ୍କ ନ ରଖିବେ ସେମାନଙ୍କୁ ଜେଇଇ ମେନ୍ ରାଙ୍କ ଅନୁସାରେ NIT, ଟ୍ରିପଲ୍ ଆଇଟି ଓ ଅନ୍ୟ ଇଞ୍ଜିନିୟରିଂ କଲେଜରେ ନାମଲେଖାର ସୁଯୋଗ ମିଳିବ।

Related story