୧୦ରେ ହେବ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର: ମାଓପ୍ରବଣ କୋରାପୁଟ୍‌ ଜିଲ୍ଲାର ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଆସନ୍ତା ୧୦ ତାରିଖରେ ନୂଆଦିଲ୍ଲୀ ରେଳ ଭବନରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏହି ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ୨୦୧୬-୧୭ ରେଳ ବଜେଟ୍‌ରେ ରେଳମନ୍ତ୍ରୀ ଓଡ଼ିଶାର ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ […]

D_railway_line

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 11:03 PM IST

ଭୁବନେଶ୍ୱର: ମାଓପ୍ରବଣ କୋରାପୁଟ୍‌ ଜିଲ୍ଲାର ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଆସନ୍ତା ୧୦ ତାରିଖରେ ନୂଆଦିଲ୍ଲୀ ରେଳ ଭବନରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏହି ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ୨୦୧୬-୧୭ ରେଳ ବଜେଟ୍‌ରେ ରେଳମନ୍ତ୍ରୀ ଓଡ଼ିଶାର ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ।

Related story