ଜୁନ୍‌ ୨୮, ଗୁରୁବାର : ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ମାନ-ସମ୍ମାନ ମିଳିବ

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଫଳ ଦାନ କରନ୍ତୁ। ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂଆ ସୁଯୋଗ ମିଳିବ। ବିବାହ ଓ ପ୍ରେମକ୍ଷେତ୍ରରେ ସଫଳତା ମିଳିବ।  କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିୟରେ ପରିବର୍ତ୍ତନ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। […]

1-3-1-2-1

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 07:32 AM IST

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଫଳ ଦାନ କରନ୍ତୁ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂଆ ସୁଯୋଗ ମିଳିବ। ବିବାହ ଓ ପ୍ରେମକ୍ଷେତ୍ରରେ ସଫଳତା ମିଳିବ।

 କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିୟରେ ପରିବର୍ତ୍ତନ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଚାକିରିକ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନସନ୍ତତିଙ୍କ ସହ ଖୁସିରେ ଦିନଟି କାଟିବେ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। ଭଗବାନଙ୍କ ଫୁଲ ଓ ଫଳ ଅର୍ପିତ କରନ୍ତୁ।

ତୁଳା: ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କ୍ୟାରିୟରରେ ସଫଳତା ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଚ୍ଛା: କ୍ୟାରିୟରରେ ସଫଳତା ମିଳିବ। ମାନ-ସମ୍ମାନ ବଢ଼ିବ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ।

ଧନୁ: ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିକ୍ଷେତ୍ରରେ ପ୍ରଶଂସିତ ହେବେ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ କଥା ମାନି ଚଳନ୍ତୁ।

କୁମ୍ଭ:  ନୂଆ ସୁଯୋଗ ମିଳିପାରେ। ଧନପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ମୀନ:  ବ୍ୟବସାୟରେ ଅଧିକ ଲାଭ ହେବ। ପରିବାରସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

Related story