କଟକ ଶିଶୁ ଭବନରେ ପୁଣି ତିନି ଶିଶୁଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

କଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ। ବୁଧବାର ପୁଣି ତିନିଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।  ଏହା ସହିତ ଏଠାରେ ଶିଶୁ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚି ଯାଇଛି। ଆଜି ପ୍ରାଣ ହରାଇଥିବା ଶିଶୁଙ୍କ ମଧ୍ୟରେ ଦୁଇଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ପୁଅ ଦୁଇଙ୍କ ଘର ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ। ସେହିପରି ମୃତ ଶିଶୁକନ୍ୟାର ଘର କେନ୍ଦ୍ରାପଡ଼ାରେ। ଗତକାଲି ଶିଶୁ ଭବନରେ ୫ଜଣ […]

sisu

sisu

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 01:23 PM IST

Sports

Latest News

sisuକଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ। ବୁଧବାର ପୁଣି ତିନିଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।  ଏହା ସହିତ ଏଠାରେ ଶିଶୁ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚି ଯାଇଛି। ଆଜି ପ୍ରାଣ ହରାଇଥିବା ଶିଶୁଙ୍କ ମଧ୍ୟରେ ଦୁଇଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ପୁଅ ଦୁଇଙ୍କ ଘର ଜଗତସିଂହପୁର ଜିଲ୍ଲାର ଏରସମା ଓ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳରେ। ସେହିପରି ମୃତ ଶିଶୁକନ୍ୟାର ଘର କେନ୍ଦ୍ରାପଡ଼ାରେ।

ଗତକାଲି ଶିଶୁ ଭବନରେ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପୁରୀ, ଖୋର୍ଦ୍ଧା, ଖଣ୍ଡଗିରି, ଚଣ୍ଡିଖୋଲ ଓ ସିଡିଏ ଅଞ୍ଚଳର ୫ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଶିଶୁମୃତ୍ୟୁ ଘଟଣାରେ ଶିଶୁ ଭବନରେ ୬ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗୀୟ ତଦନ୍ତ ପରେ ଶିଶୁ ଭବନ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇଜଣ ଷ୍ଟାଫ ନର୍ସ ଓ ୩ଜଣ ଆଟେନାଣ୍ଟ ନିଲମ୍ବନ କରାଯାଇଛି। ସେହିପରି ଅନ୍ୟ ଦୁଇ ଷ୍ଟାଫନର୍ସଙ୍କୁ ଶିଶୁ ଭବନରୁ ଅନ୍ୟତ୍ର ବଦଳି କରାଯାଇଛି। ୩ଜଣ ଆଟେନଡାଣ୍ଟଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଚିକିତ୍ସା ସୁବିଧା ଲାଗି ଶିଶୁ ଭବନରେ ୭ଜଣ ବରିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଶିଶୁଭବନରେ ତଦନ୍ତ କରିଥିବା କେନ୍ଦ୍ରୀୟ ଟିମ ତାର ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ଶିଶୁଭବନରେ ବଢି ଚାଲିଥିବା ଶିଶୁମୃତ୍ୟୁ ପାଇଁ ଭିତ୍ତିଭୂମି ଓ ଷ୍ଟାଫ୍ ଅଭାବକୁ ମୁଖ୍ୟତଃ ଦାୟୀ କରିଛି କେନ୍ଦ୍ରୀୟ ଟିମ୍। କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ସଂକ୍ରମଣ ରୋକିବା ଲାଗି ବ୍ୟବସ୍ଥା ଓ ଆଇସିୟୁରେ ଶଯ୍ୟା ଅଭାବ ଥିବା ଦର୍ଶାଇଛି।

ଏହି ଶିଶୁ ମୃତ୍ୟୁ ନେଇ ଆଜି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଧାରଣା ଦିଆଯାଇଛି। ଏହା ସହିତ ପ୍ରତି ଜିଲ୍ଲାରେ ଥିବା ସିଡିଏମଓଙ୍କ ସହିତ ଏଡିଏମଓଙ୍କ ଅଫିସ୍ ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇଛି। ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ମଧ୍ୟ ଘେରାଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story