ଜାଣନ୍ତୁ କେଉଁ ୨ଟି ଜିନିଷ ଠାକୁର ଘରେ ରହିଲେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନସମ୍ପଦ, ସୌଭାଗ୍ୟ ଏବଂ ସୁଖ ସମୃଦ୍ଧିର ଦେବୀ ହେଉଛନ୍ତି ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ। ତେଣୁ ମା&rsquo; ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନାନ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ଠାକୁର ଘରେ &#039;ଶ୍ରୀଯନ୍ତ୍ର&#039; ଓ &#039;ଲାଲ କପଡାରେ ଗୁଡା ହୋଇଥିବା ନଡିଆ&#039;କୁ ନେଇ ଠାକୁର ଘରେ ରଖନ୍ତୁ । ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।</p>

Ordigital Desk
  • Published: Sunday, 24 December 2017
  • Updated: 24 December 2017, 09:11 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନସମ୍ପଦ, ସୌଭାଗ୍ୟ ଏବଂ ସୁଖ ସମୃଦ୍ଧିର ଦେବୀ ହେଉଛନ୍ତି ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ। ତେଣୁ ମା&rsquo; ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନାନ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ଠାକୁର ଘରେ &#039;ଶ୍ରୀଯନ୍ତ୍ର&#039; ଓ &#039;ଲାଲ କପଡାରେ ଗୁଡା ହୋଇଥିବା ନଡିଆ&#039;କୁ ନେଇ ଠାକୁର ଘରେ ରଖନ୍ତୁ । ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos