ଆଧାର କାର୍ଡ଼ ପାଇଁ ଆପଣଙ୍କୁ ସେବାକେନ୍ଦ୍ର ଠକୁନି ତ? ଜାଣନ୍ତୁ କେଉଁ ସେବାର ମୂଲ୍ୟ କେତେ

ୟୁନିକ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ(UIDAI) ଆଧାର ସହ ଜଡ଼ିତ ସମସ୍ତ ସେବା ପାଇଁ ଚାର୍ଜ ଲିଷ୍ଟ୍ ବା ମୂଲ୍ୟ ତାଲିକା ଜାରି କରିଛନ୍ତି। ଆଧାର କାର୍ଡ଼ ଅପଡେଟ୍‌ଠୁ ଆରମ୍ଭ କରି ପ୍ରିଣ୍ଟଆଉଟ୍ ନେବା ପର୍ଯ୍ୟନ୍ତ ସମସ୍ତ ସେବାର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ରଖାଯାଇଛି। ଯଦି କୌଣସି ଷ୍ଟୋର ଏହି ମୂଲ୍ୟଠୁ ଅଧିକ ନେଉଛନ୍ତି ତେବେ ଆପଣ ଏହା ବିରୋଧରେ ଅଭିଯୋଗ କରିପାରିବେ। ଆଧାର ସେବା ପାଇଁ କୌଣସି ସେବାକେନ୍ଦ୍ର ଆପଣଙ୍କଠୁ UIDAI କରିଥିବା ମୂଲ୍ୟରୁ ଅଧିକ […]

aadhar-image

aadhar-image

Rakesh Mallick
  • Published: Monday, 05 February 2018
  • Updated: 05 February 2018, 01:58 PM IST

Sports

Latest News

ୟୁନିକ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ(UIDAI) ଆଧାର ସହ ଜଡ଼ିତ ସମସ୍ତ ସେବା ପାଇଁ ଚାର୍ଜ ଲିଷ୍ଟ୍ ବା ମୂଲ୍ୟ ତାଲିକା ଜାରି କରିଛନ୍ତି। ଆଧାର କାର୍ଡ଼ ଅପଡେଟ୍‌ଠୁ ଆରମ୍ଭ କରି ପ୍ରିଣ୍ଟଆଉଟ୍ ନେବା ପର୍ଯ୍ୟନ୍ତ ସମସ୍ତ ସେବାର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ରଖାଯାଇଛି। ଯଦି କୌଣସି ଷ୍ଟୋର ଏହି ମୂଲ୍ୟଠୁ ଅଧିକ ନେଉଛନ୍ତି ତେବେ ଆପଣ ଏହା ବିରୋଧରେ ଅଭିଯୋଗ କରିପାରିବେ।

ଆଧାର ସେବା ପାଇଁ କୌଣସି ସେବାକେନ୍ଦ୍ର ଆପଣଙ୍କଠୁ UIDAI କରିଥିବା ମୂଲ୍ୟରୁ ଅଧିକ ଟଙ୍କା ମାଗିଲେ ଆପଣ ୧୯୭୪ ନମ୍ବରରେ କଲ୍ କରି ଏହାର ଅଭିଯୋଗ କରିପାରିବେ। ଏହା ଏକ ଟୋଲ୍ ଫ୍ରି ନମ୍ବର। ଏହା ପରେ ଆପଣ UIDAIରେ help@uidai.gov.inରେ ଇମେଲ କରିପାରିବେ। ଆସନ୍ତୁ ଜାଣିବା ଆଧାର ସହ ଜଡ଼ିତ କେଉଁ ସେବା ପାଇଁ କେତେ ମୂଲ୍ୟ ସ୍ଥିର କରାଯାଇଛି।
୧. ନୂଆ ଏଲରୋଲମେଣ୍ଟ– ମାଗଣା
୨. ବାୟୋମେଟ୍ରିକ୍ ଅପଡେଟ୍– ୨୫ ଟଙ୍କା
୩. ପିଲାଙ୍କର ବାୟୋମେଟ୍ରିକ୍ ଅପଡେଟ୍- ମାଗଣା
୪. ଇମୋଗ୍ରାଫିକ୍ ଅପଡେଟ୍(ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ୍ଆଇଡି ଇତ୍ୟାଦି)– ୨୫ ଟଙ୍କା
୫. ଆଧାର କାର୍ଡ ବାହାର କରିବା– ୨୫ ଟଙ୍କା
୬. ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପ୍ରିଣ୍ଟ ନେବା- ୧୦ ଟଙ୍କା
୭. କଲର୍ ପ୍ରିଣ୍ଟ ନେବା- ୨୦ ଟଙ୍କା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story