ଜାଣନ୍ତୁ ଇଶା ଅମ୍ବାନୀଙ୍କ ଭାବି ଶ୍ୱଶୁର କେତେ ଧନୀ

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ବିଶିଷ୍ଟ ଉଦ୍ୟୋଗପତି ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ମାସରେ ବିବାହ କରିବେ। ତେବେ ବିବାହ ପୂର୍ବରୁ ଆସନ୍ତୁ ଜାଣିବା ଅଜୟ ପିରାମଲ କିଏ ଓ ଆମ୍ବାନୀଙ୍କ ଝିଅ କାହା ଘରକୁ ବୋହୂ ହୋଇ ଯାଉଛନ୍ତି। ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ଇଶା ଅମ୍ବାନୀଙ୍କ ହାତ ଧରିବାକୁ ଯାଉଛନ୍ତି। ସେ […]

ambani

ambani

Rakesh Mallick
  • Published: Monday, 07 May 2018
  • Updated: 07 May 2018, 11:49 AM IST

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ବିଶିଷ୍ଟ ଉଦ୍ୟୋଗପତି ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ମାସରେ ବିବାହ କରିବେ। ତେବେ ବିବାହ ପୂର୍ବରୁ ଆସନ୍ତୁ ଜାଣିବା ଅଜୟ ପିରାମଲ କିଏ ଓ ଆମ୍ବାନୀଙ୍କ ଝିଅ କାହା ଘରକୁ ବୋହୂ ହୋଇ ଯାଉଛନ୍ତି।

ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ଇଶା ଅମ୍ବାନୀଙ୍କ ହାତ ଧରିବାକୁ ଯାଉଛନ୍ତି। ସେ ନିଜ ପିତାଙ୍କ ସହ କାମ କରନ୍ତି ଓ ପିରାମଲଙ୍କ ଗ୍ରୁପର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଓ ପିରାମଲ ରିଆଲିଟିର ଫାଉଣ୍ଡର। ସେ ୨୦୧୨ରେ ପରିମଲ ରିଆଲିଟିର ସ୍ଥାପନା କରିଥିଲେ।

ଅଜୟ ପିରାମଲ ଏବେ ଭାରତର ଶୀର୍ଷ ଉଦ୍ୟୋଗପତିମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କୁ ଅନେକଥର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି।

ଅଜୟ  ପିରାମଲ  ଏଣ୍ଟରପ୍ରାଇଜର ଚେୟାରମ୍ୟାନ୍‌। ଏହି କମ୍ପାନୀ ଫାର୍ମା, ହେଲ୍‌ଥ କେୟାର ଓ ଫାଇନାନ୍ସ ସର୍ଭିସ୍ କ୍ଷେତ୍ରରେ କାମ କରୁଛି। ସେ ନିଜ ପାରିବାରିକ ଟେକ୍ସଟାଇଲ ବିଜ୍‌ନେସ ଛାଡ଼ି ଏହି ଫାର୍ମା କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ସେ ୧୯୭୭ ମସିହାରେ ୨୨ ବର୍ଷ ବୟସରେ ନିଜ ପାରିବାରିକ ବ୍ୟବସାୟରୁ ଅଲଗା ହୋଇ ଯାଇଥିଲେ।

ପିରାମଲଙ୍କ ପତ୍ନୀ ସ୍ୱାତୀ କମ୍ପାନୀର ଉପ-ସଭାପତି ଥିବାବେଳେ ତାଙ୍କ ଝିଅ ନନ୍ଦିନୀ ଓ ପୁଅ ଆନନ୍ଦ ବୋର୍ଡ ମେମ୍ବରର ପ୍ରମୁଖ ପଦରେ ଅଛନ୍ତି। ତାଙ୍କ କମ୍ପାନୀ ୩୦ଟି ଦେଶରେ ବ୍ୟବସାୟ କରୁଛି। ଫୋବ ମେଗାଜିନ୍‌ ଅନୁଯାୟୀ ସେ ୪.୫ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେ ଦେଶର ୨୨ ତମ ଓ ବିଶ୍ୱର ୪୦୪ତମ ଧନୀ ବ୍ୟକ୍ତି। ସେ ବମ୍ବେ ୟୁନିଭରସିଟିରେ ପଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story