ଘରେ ଗଙ୍ଗାଜଳ ରଖିଛନ୍ତି କି? ମାନନ୍ତୁ ଏସବୁ ନିୟମ

ହିନ୍ଦୁ ଧର୍ମରେ ଗଙ୍ଗାନଦୀକୁ ପବିତ୍ର ନଦୀର ଆଖ୍ୟା ଦିଆଯାଇଛି। ପୂଜାପାଠ ଛଡ଼ା କୌଣସି ଜିନିଷକୁ ଶୁଦ୍ଧ କରିବାରେ ଗଙ୍ଗା ଜଳକୁ ପ୍ରୟୋଗ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଘରେ ଗଙ୍ଗାଜଳ ରଖିବାର କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଗଙ୍ଗାଜଳର ପବିତ୍ରତା ବଜାୟ ରଖିବାକୁ ହେଲେ ଏହି ନିୟମ ଗୁଡ଼ିକୁ ପାଳନ କରିବା ଜରୁରୀ। ତେବେ ଆସନ୍ତୁ ଜାଣିବା ସେସବୁ ନିୟମ ସଂପର୍କରେ। ପ୍ଲାଷ୍ଟିକ୍‌ ବୋତଲରେ ଗଙ୍ଗାଜଳ ରଖିବା ଉଚିତ ନୁହେଁ ଅଧିକାଂଶ ଲୋକେ ଘରେ ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ […]

gangawater

gangawater

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 09:15 AM IST

ହିନ୍ଦୁ ଧର୍ମରେ ଗଙ୍ଗାନଦୀକୁ ପବିତ୍ର ନଦୀର ଆଖ୍ୟା ଦିଆଯାଇଛି। ପୂଜାପାଠ ଛଡ଼ା କୌଣସି ଜିନିଷକୁ ଶୁଦ୍ଧ କରିବାରେ ଗଙ୍ଗା ଜଳକୁ ପ୍ରୟୋଗ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଘରେ ଗଙ୍ଗାଜଳ ରଖିବାର କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଗଙ୍ଗାଜଳର ପବିତ୍ରତା ବଜାୟ ରଖିବାକୁ ହେଲେ ଏହି ନିୟମ ଗୁଡ଼ିକୁ ପାଳନ କରିବା ଜରୁରୀ। ତେବେ ଆସନ୍ତୁ ଜାଣିବା ସେସବୁ ନିୟମ ସଂପର୍କରେ।

ପ୍ଲାଷ୍ଟିକ୍‌ ବୋତଲରେ ଗଙ୍ଗାଜଳ ରଖିବା ଉଚିତ ନୁହେଁ

ଅଧିକାଂଶ ଲୋକେ ଘରେ ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ରଖିଥାନ୍ତି। ଏପରି କରିବା ଜଳର ପବିତ୍ରତ୍ରାକୁ ନଷ୍ଟ କରିବା ସହ ସମାନ। ବିଜ୍ଞାନ ଦୃଷ୍ଟି କୋଣରୁ ଦେଖିଲେ ପ୍ଲାଷ୍ଟିକ ପାତ୍ରରେ ଜଳ ରଖିଲେ ତାହା ବିଷାକ୍ତ ହୋଇଯାଏ। ତେଣୁ ଗଙ୍ଗାଜଳକୁ ଚାନ୍ଦି ପାତ୍ରରେ ରଖିବା ଶୁଭ ହୋଇଥାଏ। ଚାନ୍ଦିପାତ୍ରରେ ରଖି ନପାରିଲେ ଏହାକୁ ଆପଣ ପିତଳ ପାତ୍ରରେ ମଧ୍ୟ ରଖିପାରିବେ।

ଗଙ୍ଗାଜଳ ରଖିବା ସ୍ଥାନ

- ଗଙ୍ଗାଜଳ ରଖିବା ସ୍ଥାନଟି ଯେପରି  ସଫାସୁତୁରା ରହିଥିବ ସେଥିପ୍ରତି ଧ୍ୟାନ ଅବଶ୍ୟ ଦେବେ। ପୂଜା ଘରେ ଐଶାନ୍ୟ କୋଣରେ ଗଙ୍ଗାଜଳ ରଖିବା ଭଲ।

- ଗଙ୍ଗାଜଳକୁ ଅନ୍ଧାର ଘରେ ରଖନ୍ତୁ ନାହିଁ।

ଏହି କଥା ଉପରେ ଧ୍ୟାନ ଦିଅନ୍ତୁ

- ହାତ ଧୋଇ ଗଙ୍ଗାଜଳର ପ୍ରୟୋଗ କରନ୍ତୁ।

- ଗଙ୍ଗାଜଳ ରଖିଥିବା ସ୍ଥାନରେ ମଦ ଓ ମାସଂ ସେବନ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story