ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଧବା ନାରୀର ପ୍ରତୀକ ସିନ୍ଦୂର। ମଥାରେ ସିନ୍ଦୂର ଥିଲେ ଅତି ସହଜରେ ବାରି ହୋଇଯାଏ ଯେ ନାରୀଟି ବିବାହିତା। ହିନ୍ଦୁ ଧର୍ମ ଅନୁଯାୟୀ ସ୍ୱାମୀର ଦୀର୍ଘାୟୁ ପାଇଁ ନାରୀଟିଏ ସିନ୍ଦୂର ଲଗାଏ। ସିନ୍ଦୂର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ। ପ୍ରତିଦିନ ଗାଧୋଇ ସାରିବା ପରେ ଜଣେ ନାରୀ ସିନ୍ଦୂର ଲଗାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ସିନ୍ଦୂର ଲଗାଇବା ସମୟରେ ନାରୀମାନଙ୍କୁ ଟିକେ ଧ୍ୟାନ ଦେବା ଉଚିତ। ସିନ୍ଦୂରକୁ ହାତ ଆଙ୍ଗୁଳିରେ ନଲଗାଇ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ଲଗାନ୍ତୁ। ଏହାଦ୍ୱାରା ମଙ୍ଗଳ ହୋଇଥାଏ ଓ ସ୍ୱାମୀଙ୍କର ଆୟୁଷ ବଢିଥାଏ ବୋଲି କୁହାଯାଏ।
https://www.youtube.com/watch?v=T8KGi0QNJos
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...