ହାତ ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

କିଏ କେମିତି ଲୋକ ସାଧାରଣତଃ କିଛି ଦିନ ମିଳାମିଶା କଲାପରେ ଜଣାପଡ଼େ। କାରଣ ଏମିତି କିଛି ଲୋକ ଅଛନ୍ତି ଆଗରେ ମଧୁର କଥା କୁହନ୍ତି, କିନ୍ତୁ ପଛରେ ଆପଣଙ୍କ ବିରୋଧରେ ଗପନ୍ତି। ତେଣୁ କାହାକୁ କେବେ ତା’ର ସ୍ୱଭାବ ସଂପର୍କରେ ଆନ୍ଦାଜ ଲଗାଇବା ସବୁବେଳେ ଠିକ୍ ହୋଇନଥାଏ। ତଥାପି ବ୍ୟକ୍ତିର ଶରୀର ଗଠନ, ଚାଲିଚଳନ ଓ ଅଙ୍ଗପ୍ରତ୍ୟଙ୍ଗ ଗଢ଼ଣରୁ ତାର ସ୍ୱଭାବ ଓ ଚରିତ୍ର ବିଷୟରେ ଜାଣିହୁଏ ବୋଲି କୁହାଯାଏ। ତା’ହେଲେ ଆଜି ଆସନ୍ତୁ ଜାଣିବା ହାତର […]

finger

finger

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 05:47 PM IST

Sports

Latest News

କିଏ କେମିତି ଲୋକ ସାଧାରଣତଃ କିଛି ଦିନ ମିଳାମିଶା କଲାପରେ ଜଣାପଡ଼େ। କାରଣ ଏମିତି କିଛି ଲୋକ ଅଛନ୍ତି ଆଗରେ ମଧୁର କଥା କୁହନ୍ତି, କିନ୍ତୁ ପଛରେ ଆପଣଙ୍କ ବିରୋଧରେ ଗପନ୍ତି। ତେଣୁ କାହାକୁ କେବେ ତା'ର ସ୍ୱଭାବ ସଂପର୍କରେ ଆନ୍ଦାଜ ଲଗାଇବା ସବୁବେଳେ ଠିକ୍ ହୋଇନଥାଏ। ତଥାପି ବ୍ୟକ୍ତିର ଶରୀର ଗଠନ, ଚାଲିଚଳନ ଓ ଅଙ୍ଗପ୍ରତ୍ୟଙ୍ଗ ଗଢ଼ଣରୁ ତାର ସ୍ୱଭାବ ଓ ଚରିତ୍ର ବିଷୟରେ ଜାଣିହୁଏ ବୋଲି କୁହାଯାଏ। ତା’ହେଲେ ଆଜି ଆସନ୍ତୁ ଜାଣିବା ହାତର ଆଙ୍ଗୁଠିରୁ କିପରି ଜାଣିହୁଏ ବ୍ୟକ୍ତିର ସ୍ୱଭାବ।

୧)ସିଧା ଆଙ୍ଗୁଠି- ଏହି ଆକୃତିର ଆଙ୍ଗୁଠି ଥିବା ଲୋକେ ମନକଥା ବାହାରକୁ ପ୍ରକାଶ କରନ୍ତି ନାହିଁ। ଏମାନେ ବେଶି ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ବେଶ୍ ଭାବୁକ। ମିଛ କହନ୍ତି ନାହିଁ କି ମିଛ କହୁଥିବା ବ୍ୟକ୍ତିଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ। ଏମାନେ ଭାରି ଖୁସ୍‌ ମିଜାଜ। ଏମାନଙ୍କ ମୁହଁରେ ସବୁବେଳେ ହସ ଥାଏ। ଏମାନେ କାହା ସହ ବେଇମାନି କରନ୍ତି ନାହିଁ।

୨) ବଙ୍କା ଆଙ୍ଗୁଠି- ଏହି ଆକୃତିର ଆଙ୍ଗୁଠି ଥିବା ବ୍ୟକ୍ତି ବହୁତ ନିଷ୍ଠାବାନ୍। ପ୍ରେମ କ୍ଷେତ୍ରରେ ଏମାନେ ପକ୍କା। ସମସ୍ତ ଧ୍ୟାନ ଏମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ଦେବାକୁ ଚାହାଁନ୍ତି। ଏମାନେ ବହୁତ ସମ୍ବେଦନଶୀଳ ସ୍ୱଭାବର। ଅନ୍ୟମାନଙ୍କ ଭାବନାକୁ ଏମାନେ ସମ୍ମାନ କରନ୍ତି। ଏମାନେ ଥରେ କିଛି କରିବାର ନିଷ୍ପତ୍ତି ନେଲେ ତାହାକୁ ଶେଷ କରିବା ପାଇଁ ଲାଗି ପଡ଼ନ୍ତି।

୩) ଢେଉ ଆକୃତିର ଆଙ୍ଗୁଠି- ଏହି ଆକୃତିର ଆଙ୍ଗୁଠି ଥିବା ବ୍ୟକ୍ତିଙ୍କୁ ପରିବର୍ତ୍ତନ ପସନ୍ଦ ନୁହେଁ। କାରଣ କିଛି ନୂଆ କଥାକୁ ଗ୍ରହଣ କରିବାକୁ ଏମାନଙ୍କୁ ସମୟ ଲାଗେ। ଏମାନେ ଅନ୍ୟମାନଙ୍କ ଭାବନାକୁ ବୁଝନ୍ତି। ଏମାନେ ଶୀଘ୍ର ରାଗି ଯାଆନ୍ତି, କିନ୍ତୁ ଯେତେବେଳେ ରାଗ କମିଯାଏ, ସବୁ ତିକ୍ତତାକୁ ଭୁଲି କ୍ଷମା ମାଗି ନିଅନ୍ତି। ନିଜର ବ୍ୟକ୍ତିଗତ ସମସ୍ୟା ଅନ୍ୟ କାହା ସହ ଆଲୋଚନା କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। କ'ଣ କରିବା ଉଚିତ୍‌ ଓ କ'ଣ କରିବା ଅନୁଚିତ, ତାର ନିଷ୍ପତ୍ତି ଏମାନେ ନିଜେ ନିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story