ପାଦ ଆଙ୍ଗୁଠିରୁ ଜାଣନ୍ତୁ ବନ୍ଧୁଙ୍କ ଚରିତ୍ର

କପାଳ ରେଖା ଦେଖି ଅନେକ ବିଦ୍ୱାନ ଭବିଷ୍ୟତର ଆକଳନ କରିଥାନ୍ତି। ବ୍ୟକ୍ତି ଶରୀର ଅଙ୍ଗର ଗଠନ, ଚାଲିଚଳନ, ଲକ୍ଷଣରୁ ମଧ୍ୟ ଭବିଷ୍ୟତ ବିଷୟରେ ଜଣାପଡିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦର ଗଠନରୁ ଭବିଷ୍ୟତ ବିଷୟରେ ଧାରଣା ଲଗାଯାଇପାରିବେ। ଆସନ୍ତୁ ଜାଣିବା ପାଦର ଗଠନରୁ କିପରି ହୋଇଥାଏ ମଣିଷର ଚରିତ୍ର – ବୁଢା ଆଠିର ପାଖ ଆଙ୍ଗୁଠି ସାମନ୍ୟ ବଡ ହୋଇଥିବା ବ୍ୟକ୍ତି ଚଞ୍ଚଳ ଓ ହସମୁଖ ସ୍ୱଭାବର ହୋଇଥାନ୍ତି। ଏମାନେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି। ଛୋଟ […]

Toes copy

Toes copy

Rakesh Mallick
  • Published: Friday, 15 December 2017
  • Updated: 15 December 2017, 09:09 AM IST

Sports

Latest News

କପାଳ ରେଖା ଦେଖି ଅନେକ ବିଦ୍ୱାନ ଭବିଷ୍ୟତର ଆକଳନ କରିଥାନ୍ତି। ବ୍ୟକ୍ତି ଶରୀର ଅଙ୍ଗର ଗଠନ, ଚାଲିଚଳନ, ଲକ୍ଷଣରୁ ମଧ୍ୟ ଭବିଷ୍ୟତ ବିଷୟରେ ଜଣାପଡିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦର ଗଠନରୁ ଭବିଷ୍ୟତ ବିଷୟରେ ଧାରଣା ଲଗାଯାଇପାରିବେ। ଆସନ୍ତୁ ଜାଣିବା ପାଦର ଗଠନରୁ କିପରି ହୋଇଥାଏ ମଣିଷର ଚରିତ୍ର

- ବୁଢା ଆଠିର ପାଖ ଆଙ୍ଗୁଠି ସାମନ୍ୟ ବଡ ହୋଇଥିବା ବ୍ୟକ୍ତି ଚଞ୍ଚଳ ଓ ହସମୁଖ ସ୍ୱଭାବର ହୋଇଥାନ୍ତି। ଏମାନେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି। ଛୋଟ ଛୋଟ କଥାରେ ଏମାନେ ଖୁବ୍‌ ଶୀଘ୍ର ରାଗିଯାଇ ଥାନ୍ତି। ଧୌର୍ଯ୍ୟର ଅଭାବ କାରଣରୁ କାମ ବିଗାଡିଥାନ୍ତି। ଏପରି ଲକ୍ଷଣ ଥିବା ବ୍ୟକ୍ତି ଭଲ ପାଇଥାନ୍ତି, ମାତ୍ର ପ୍ରେମ ନିବେଦନ କରିପାରନ୍ତି ନାହିଁ। ଏଭଳି ବ୍ୟକ୍ତି ଘରେ ରାଜ କରିଥାନ୍ତି।

- ବୁଢା ଆଙ୍ଗଠିର ପାଖ ଆଙ୍ଗଠି ଛୋଟ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କ ସହ ସମୟ ବିତେଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏପରି ଲକ୍ଷଣ ଥିବା ବ୍ୟକ୍ତି ପରିଶ୍ରମୀ ହେବା ସହ  କୌଣସି କାମକୁ ଅଧାରୁ ଛାଡି ନଥାନ୍ତି। ଏପରି ବ୍ୟକ୍ତି ମାନଙ୍କୁ ରାଗ କମ୍‌ ଆସିଥାଏ। ପ୍ରେମ ବ୍ୟାପାରରେ ଏମାନେ ସତ୍ୟପ୍ରିୟ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos