ରାଶି ଅନୁସାରେ ଜାଣନ୍ତୁ କେଉଁ ରଙ୍ଗର ପର୍ସ ଶୁଭ

ଅଧିକାଂଶ ମହିଳା ନିଜ କପଡାର ରଙ୍ଗ ଅନୁସାରେ ପର୍ସ ଧରିବାକୁ ଭଲ ପାଇଥାନ୍ତି। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ରଙ୍ଗ ମଣିଷ ଜୀବନରେ ବହୁ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ରହିଛି। ରାଶି ଅନୁସାରେ ପର୍ସ ବ୍ୟବହାର କଲେ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ। ଅଭାବ ଅନଟନ ଦୂର ହେବା ସହ ଧନ ବୃଦ୍ଧି ଘଟିଥାଏ। ଆସନ୍ତୁ ଜାଣିବା ନିଜ ରାଶି ଅନୁସାରେ କେଉଁ ରଙ୍ଗର ପର୍ସ ପାଖରେ ରଖିବା ଭଲ। […]

pursh

pursh

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 09:34 AM IST

ଅଧିକାଂଶ ମହିଳା ନିଜ କପଡାର ରଙ୍ଗ ଅନୁସାରେ ପର୍ସ ଧରିବାକୁ ଭଲ ପାଇଥାନ୍ତି। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ରଙ୍ଗ ମଣିଷ ଜୀବନରେ ବହୁ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ରହିଛି। ରାଶି ଅନୁସାରେ ପର୍ସ ବ୍ୟବହାର କଲେ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ। ଅଭାବ ଅନଟନ ଦୂର ହେବା ସହ ଧନ ବୃଦ୍ଧି ଘଟିଥାଏ। ଆସନ୍ତୁ ଜାଣିବା ନିଜ ରାଶି ଅନୁସାରେ କେଉଁ ରଙ୍ଗର ପର୍ସ ପାଖରେ ରଖିବା ଭଲ।

୧. ମେଷ, ସିଂହ ଓ ଧନୁ ରାଶିର ମହିଳା ପାଖରେ ଲାଲ ଓ ନାରଙ୍ଗୀ ରଙ୍ଗର ପର୍ସ ରଖିବା ଶୁଭ।

୨. ବୃଷ, କନ୍ୟା ଓ ମକର ରାଶିର ମହିଳା ପାଖରେ ମାଟିଆ ରଙ୍ଗର ପର୍ସ ରଖିଲେ ଭଲ ।

୩. ଯେଉଁ ମହିଳାଙ୍କ ରାଶି ମିଥୁନ, ତୁଳା ଓ କୁମ୍ଭ ସେମାନେ ପାଖରେ ନୀଳ ରଙ୍ଗ ଓ ଧଳା ରଙ୍ଗର ପର୍ସ ରଖିବା ଭଲ।

୪. କର୍କଟ, ବିଚ୍ଛା ଓ ମୀନ ରାଶିର ମହିଳା ଧଳା ରଙ୍ଗର ପର୍ସ ନିଜ ପାଖରେ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story