ମହିଳାଙ୍କ ପାଇଁ ହେଲ୍ପ ଲାଇନ୍‌ ନମ୍ବର ୧୮୧

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟରେ ମହିଳାଙ୍କ ସହାୟତା ପାଇଁ ଆରମ୍ଭ ହେଲା ହେଲପ ଲାଇନ୍‌। ୨୪ ଘଣ୍ଟିଆ ହେଲପଲାଇନ୍ ନମ୍ବର ୧୮୧କୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ରାଜ୍ୟରେ ସବୁ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ  ବିଜୁ ମହିଳା ଜନତା […]

mmm

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 02:48 PM IST

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟରେ ମହିଳାଙ୍କ ସହାୟତା ପାଇଁ ଆରମ୍ଭ ହେଲା ହେଲପ ଲାଇନ୍‌। ୨୪ ଘଣ୍ଟିଆ ହେଲପଲାଇନ୍ ନମ୍ବର ୧୮୧କୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ରାଜ୍ୟରେ ସବୁ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ  ବିଜୁ ମହିଳା ଜନତା ଦଳର କର୍ମୀ, ନେତାଙ୍କ ସହ ବିଜେଡିର ନେତା, ମନ୍ତ୍ରୀ ଓ ବିଧାୟକ ସାମିଲ ହୋଇଥିଲେ।

Related story