ଏକ ସୁନ୍ଦର ସମ୍ପର୍କକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ଗଢ଼ି ଉଠିଥାଏ। ଯେଉଁଠି ଭଲ ପାଇବା ଥାଏ ସେଠାରେ ରାଗ-ଅଭିମାନ ମଧ୍ୟ ଥାଏ। ଯଦି ଆପଣଙ୍କ ଜୀବନସାଥୀ ରାଗିଛନ୍ତି ତାଙ୍କୁ ବୁଝାଇବାକୁ ବହୁତ ଉପାୟ ଆପଣାଇଥାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଏପରି କିଛି ଟିପ୍ସ ଦେବୁ ଆପଣଙ୍କ ଜୀବନସାଥୀ ପୂରା ଖୁସି ହୋଇଯିବେ।
ଫୁଲ: ଆପଣଙ୍କ ଜୀବନସାଥୀ ଯଦି ଅଭିମାନ କରିଛନ୍ତି ତାଙ୍କୁ ଏକ ସୁନ୍ଦର ଲାଲ୍ ଗୋଲାପ ଉପହାର ଦିଅନ୍ତୁ। ଦେଖିବେ ଅଭିମାନିନୀଙ୍କ ମୁଖ ମଣ୍ଡଳରେ ହସ ଖେଳିଯିବ।
ଚକୋଲେଟ୍: ଚକୋଲେଟ୍ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଯଦି ଆପଣଙ୍କ ଜୀବନସାଥୀ ରାଗିଛନ୍ତି, ତାଙ୍କ ପସନ୍ଦ ଅନୁଯାୟୀ ଚକୋଲେଟ୍ ଉପହାର ଦିଅନ୍ତୁ।
ପୋଷାକ: ଆପଣଙ୍କ ଜୀବନସାଥୀଙ୍କୁ ମନେଇବା ପାଇଁ ଏକ ଭଲ ପୋଷାକ ମଧ୍ୟ ଉପହାର ଦେଇପାରିବେ।
ଫଟୋ ଫ୍ରେମ୍: ଜୀବନସାଥୀକୁ ଫଟୋ ଫ୍ରେମ ମଧ୍ୟ ଉପହାର ଦେଇ ପାରିବେ। ଏହି ଫଟୋ ଫ୍ରେମ୍ରେ ଉଭୟଙ୍କର କିଛି ଖାସ୍ ଫଟୋ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମହିଳାଙ୍କ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ପାଇଁ ଫ୍ରିଜ୍ ଦାୟୀ!
ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବା UTI ସଂକ୍ରମଣ ପାଇଁ ଫ୍ରିଜ୍ ଦାୟୀ ହୋଇପାରେ।
Health
ଛୋଟ ଛୁଆ କେତେ ସମୟ ଫୋନ୍ ଦେଖିବା ଠିକ୍?
ପିଲାମାନେ କେତେ ସମୟ ଫୋନ୍ ଦେଖିବା ଉଚିତ୍, ଏହି ସମୟ ଅଧିକ ହୋଇଗଲେ କି କି କୁପ୍ରଭାବ ପଡିବ ଏବଂ ଏହି କୁଅଭ୍ୟାସକୁ କିପରି ରୋକିବେ, ଜାଣନ୍ତୁ...
Food
ଦେଶୀ ଷ୍ଟାଇଲ୍ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’
ଏହି ରେସିପିକୁ ପ୍ଲେଟ୍ରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପିଆଜ ଦେଇ ସଜାଇ ଗରମ ଗରମ ଖାଆନ୍ତୁ।
Food
ଗରମା ଗରମ ଭାତ ସହ ଖାଆନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା
ରବିବାରରେ ଘରେ ତିଆରି କରନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା।
Food
କେବଳ ସ୍ୱାଦିଷ୍ଟ ନୁହେଁ ଚକୋଲେଟ୍, ଭରି ରହିଛି ଉପକାରୀ ଗୁଣ
ଚକୋଲେଟରୁ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଉପକାରୀ ପଷୋକ ତତ୍ତ୍ୱ ମିଳିଥାଏ।