୧୫ ବର୍ଷ ପରେ ଭୋଟ୍ ଦେଲେ ମାରିଗେଟା ଓ ବଡ଼ିଗେଟା ପଞ୍ଚାୟତବାସୀ

ମାଲକାନଗିରି: ୧୫ ବର୍ଷ ପରେ ଭୋଟ୍ ଦେଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାରିଗେଟା ଓ ବଡ଼ିଗେଟା ଗ୍ରାମ ପଞ୍ଚାୟତର ଲୋକେ। ମାଓ ଭୟରେ ଏହି ଦୁଇ ପଞ୍ଚାୟତର ଲୋକେ ଭୋଟ୍ ଦେଉ ନ ଥିଲେ। ଏହି ଦୁଇ ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଦୁଇ ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ଡ୍ରୋନ୍ କ୍ୟାମେରା ମଧ୍ୟ ବୁଲିଥିବା ଦେଖିବାକୁ ମିଳିଥିଲା।

bafigeta

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 04:31 PM IST

ମାଲକାନଗିରି: ୧୫ ବର୍ଷ ପରେ ଭୋଟ୍ ଦେଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାରିଗେଟା ଓ ବଡ଼ିଗେଟା ଗ୍ରାମ ପଞ୍ଚାୟତର ଲୋକେ। ମାଓ ଭୟରେ ଏହି ଦୁଇ ପଞ୍ଚାୟତର ଲୋକେ ଭୋଟ୍ ଦେଉ ନ ଥିଲେ।

ଏହି ଦୁଇ ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଦୁଇ ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ଡ୍ରୋନ୍ କ୍ୟାମେରା ମଧ୍ୟ ବୁଲିଥିବା ଦେଖିବାକୁ ମିଳିଥିଲା।

Related story