ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୩୯୦ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟେରୁ ପଂଚାୟତର ୭ଟି ଗାଁର ୩୯୦ ମାଓ ସମର୍ଥକ ଶୁକ୍ରବାର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ମାଓବାଦୀଙ୍କୁ ବିରୋଧ କରି ଶୋଭାଯାତ୍ରା କରିବା ପରେ ଆତ୍ମସମର୍ପଣ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଏମାନଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି। ସେପେଟେ ମାଓବାଦୀମାନେ ଏହାକୁ ବିରୋଧ କରି ଆସନ୍ତା ୨୫ ତାରିଖରେ ମାଲକାନଗିରି ବନ୍ଦ ଡାକାର ଦେଇଛନ୍ତି।

malkangiri

malkangiri

Rakesh Mallick
  • Published: Friday, 18 September 2015
  • Updated: 18 September 2015, 10:22 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story