କୁଳାଙ୍ଗାର ପୁଅ: ପ୍ରେମିକାର ସର୍ତ୍ତ ପୂରଣ ପାଇଁ ବାପାକୁ ମାରିଦେଲା

ମେରଠ:  ପ୍ରେମିକାର ସର୍ତ୍ତ ପୂରଣ ପାଇଁ ଜଣେ ପୁଅ କ’ଣ ତା ବାପାଙ୍କୁ ହତ୍ୟା କରିପାରେ ? କଥାଟି ବିଶ୍ୱାସ ହେଉନଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। ଉତ୍ତରପ୍ରଦେଶର ମେରଠଠାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ପ୍ରେମିକାର ସର୍ତ୍ତ ପୂରଣ କରିବା ପାଇଁ ନିଜ ଜନ୍ମଦାତାଙ୍କୁ ହତ୍ୟା କରିଛି କୁଳାଙ୍ଗାର ପୁଅ। ତରୁଣ ନାମକ ଜଣେ ଯୁବକ ତାଙ୍କ ବଡ଼ ଭାଇଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ତାଙ୍କ ପ୍ରେମିକା ସର୍ତ୍ତ ଥିଲା ଯେ, ସେ […]

premika

premika

Rakesh Mallick
  • Published: Friday, 09 February 2018
  • Updated: 09 February 2018, 08:49 PM IST

Sports

Latest News

ମେରଠ:  ପ୍ରେମିକାର ସର୍ତ୍ତ ପୂରଣ ପାଇଁ ଜଣେ ପୁଅ କ’ଣ ତା ବାପାଙ୍କୁ ହତ୍ୟା କରିପାରେ ? କଥାଟି ବିଶ୍ୱାସ ହେଉନଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। ଉତ୍ତରପ୍ରଦେଶର ମେରଠଠାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ପ୍ରେମିକାର ସର୍ତ୍ତ ପୂରଣ କରିବା ପାଇଁ ନିଜ ଜନ୍ମଦାତାଙ୍କୁ ହତ୍ୟା କରିଛି କୁଳାଙ୍ଗାର ପୁଅ।

ତରୁଣ ନାମକ ଜଣେ ଯୁବକ ତାଙ୍କ ବଡ଼ ଭାଇଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ତାଙ୍କ ପ୍ରେମିକା ସର୍ତ୍ତ ଥିଲା ଯେ, ସେ ବିବାହ କରିବ ତ କେବଳ ସରକାରୀ ଚାକିରିଆକୁ। ଏଥିପାଇଁ ପ୍ରେମିକ ତରୁଣ ନିଜକୁ ମିଛରେ ଜଣେ ସିଆରପିଏଫ୍ ଯବାନ କହି ତାଙ୍କ ମନ ଜିତିବାକୁ ଚେଷ୍ଟା କରୁଥିଲା ଚାଲିଥିଲା। କିନ୍ତୁ କେତେଦିନ ମିଛ କହିଥାନ୍ତେ ତରୁଣ। ଶେଷରେ ସରକାରୀ ଚାକିରି କରିବା ଲୋଭ ତାଙ୍କୁ ଅତି ତଳକୁ ଖସାଇ ଦେଲା। ବାପାଙ୍କ ଅନ୍ତେ ତାଙ୍କୁ ଚାକିରି ଖଣ୍ଡକ ମିଳିବ ଏଇ ଆଶାରେ ସେ ନିଜ ବାପାକୁ ହତ୍ୟା କରିବାର ଯୋଜନା କଲେ। ଆଉ ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କଲେ। ହେଲେ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଶେଷରେ ସବୁ ଯୋଜନାର ପର୍ଦ୍ଦାଫାଶ ହେଲା। ଧରାପଡ଼ିଲେ ପିତୃହନ୍ତା।

ସୂଚନା ମୁତାବକ ତରୁଣଙ୍କ ବାପା ଚନ୍ଦ୍ରପାଲ୍ ଡାକ ବିଭାଗରେ ପୋଷ୍ଟମେନ୍ ଭାବେ ଚାକିରି କରିଥିଲେ। ତାଙ୍କର ହଠାତ୍‌ ଦୂର୍ଘଟଣାଜନିତ ମୃତ୍ୟୁ ହେଲେ ପୁଅକୁ  ଅନୁକମ୍ପା ମୂଳକ ଚାକିରି ମିଳିବ । ଏହି ଆଶାରେ ରଚିଥିଲେ ଏଭଳି କାଣ୍ଡ।

ଏହି ଘଟଣାରେ ପୋଲିସ୍ ଚନ୍ଦ୍ରପାଲଙ୍କ ପୁଅ ତରୁଣୁ ଓ ତା’ର କିଛି ସାଙ୍ଗକୁ ଗିରଫ କରିଛି। ଏଥିସହିତ ସିଆର୍‌ପିଏଫ୍‌ ପୋଷାକ ଓ ଛୁରୀ ମଧ୍ୟ ଜବତ୍ କରିଛି। ପୋଲିସ ଅଧିକ୍ଷକ ମାନସିଂ ଚୌହନଙ୍କ କହିବା ଅନୁଯାୟୀ ଫେବୃଆରୀ ୧ ତାରିଖରେ ଖେତରେ ଚନ୍ଦ୍ରପାଲଙ୍କ ଗଳାଚିପି ହତ୍ୟା କରାଯାଇଥିଲା। ତଦନ୍ତରେ ଜଣା ପଡ଼ିଥିଲା ଯେ ପୁଅ ତରୁଣ ସାଙ୍ଗମାନଙ୍କ ସହ ମିଶି ବାପାଙ୍କ ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story