ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ପାରିକର

ପାନାଜି: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ପାରିକାରଙ୍କୁ ମଙ୍ଗଳବାର ଗୋଆ ରାଜ୍ୟପାଳ ମୃଦଳା ସିହ୍ନା ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପାରିକରଙ୍କ ସମେତ ୭ ଜଣ ବିଧାୟକ ମଧ୍ୟ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ସରକାରଙ୍କୁ ସମର୍ଥନ ଦେଇଥିବା ଦୁଇ ଦଳ ଓ ସ୍ୱାଧୀନ ବିଧାୟକ ରହିଛନ୍ତି। ପାରିକର ଚତୁର୍ଥ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

manohar-parrikar

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 12:35 PM IST

Related story