ମାଓବାଦୀ ଉଡ଼ାଇଲେ କଳା ପତାକା

ଚିତ୍ରକୋଣ୍ଡା: ସାଧାରଣତନ୍ତ୍ର ଦିବସ ସାରା ଦେଶ ଖୁସିର ସହ ପାଳନ କରୁଥିବା ବେଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓବାଦୀ କଳା ପତାକା ଉଡାଇଛନ୍ତି। ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ସମେତ ପାପଲୁର, କୁର୍ମାନୁର ଓ କପାତୁଟି ପଞ୍ଚାୟତରେ ତ୍ରିରଙ୍ଗା ପତାକା ସହ କଳା ପତାକା ଉଡୁ ଥିବା ଦେଖିବାକୁ ମିଳିଛି। ସେହିପରି ବହୁ ସ୍ଥାନରେ ମାଓବାଦୀଙ୍କ ଭୟରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇନାହିଁ।

bblack....

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 02:23 PM IST

ଚିତ୍ରକୋଣ୍ଡା: ସାଧାରଣତନ୍ତ୍ର ଦିବସ ସାରା ଦେଶ ଖୁସିର ସହ ପାଳନ କରୁଥିବା ବେଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓବାଦୀ କଳା ପତାକା ଉଡାଇଛନ୍ତି।

ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ସମେତ ପାପଲୁର, କୁର୍ମାନୁର ଓ କପାତୁଟି ପଞ୍ଚାୟତରେ ତ୍ରିରଙ୍ଗା ପତାକା ସହ କଳା ପତାକା ଉଡୁ ଥିବା ଦେଖିବାକୁ ମିଳିଛି।

ସେହିପରି ବହୁ ସ୍ଥାନରେ ମାଓବାଦୀଙ୍କ ଭୟରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇନାହିଁ।

Related story