ରାସନ ସାମଗ୍ରୀ ଭରା ୨ଟି ଡଙ୍ଗା ଲୁଟିନେଲେ ମାଓବାଦୀ

ଚିତ୍ରକୋଣ୍ଡା: ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ରାସନ ସାମଗ୍ରୀ ଭର୍ତ୍ତି ଦୁଇଟି ଡଙ୍ଗା  ଲୁଟି ନେଇଛନ୍ତି ମାଓବାଦୀ।  ଏହି ରାସନ ବିଚ୍ଛିନ୍ନାଞ୍ଚଳ କୁନ୍ତୁଲୁପଦର ପୋଲିସ କ୍ୟାମ୍ପକୁ ଯାଉଥିଲା। ତୋଟାପଦର ନିକଟରେ ନାଉରିଆଙ୍କୁ ମାଡ଼ ମାରି ରାସନ ସାମଗ୍ରୀ ମାଓବାଦୀମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 12:27 PM IST

ଚିତ୍ରକୋଣ୍ଡା: ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ରାସନ ସାମଗ୍ରୀ ଭର୍ତ୍ତି ଦୁଇଟି ଡଙ୍ଗା  ଲୁଟି ନେଇଛନ୍ତି ମାଓବାଦୀ।  ଏହି ରାସନ ବିଚ୍ଛିନ୍ନାଞ୍ଚଳ କୁନ୍ତୁଲୁପଦର ପୋଲିସ କ୍ୟାମ୍ପକୁ ଯାଉଥିଲା।

ତୋଟାପଦର ନିକଟରେ ନାଉରିଆଙ୍କୁ ମାଡ଼ ମାରି ରାସନ ସାମଗ୍ରୀ ମାଓବାଦୀମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Related story