ଆଉ ଟାଇପ୍‌ ଦରକାର ନାହିଁ: କଥା କହିଲେ ଟାଇପ୍‌ ହୋଇଯିବ

କମ୍ପ୍ୟୁଟରରେ ଟାଇପ୍ କରି କରି ବେଳେ ବେଳେ ଆଙ୍ଗୁଳି ବଥା ହୋଇଯାଏ। ଇଚ୍ଛା ହୁଏ, ଏମିତି କିଛି ପଦ୍ଧତି ଥାଆନ୍ତ କି, ଯେଉଁଥିରେ ଆପେ ଆପେ କଥା କହୁ କହୁ କମ୍ପ୍ୟୁଟର ସ୍କ୍ରିନ୍‌ରେ ଶବ୍ଦ ଲେଖି ହୋଇଯାଆନ୍ତା। ହେଲେ ଏମିତି ହେବା କ’ଣ ସମ୍ଭବ! ଅନେକ ସମୟରେ ଏହି ପ୍ରଶ୍ନ ଆମ ମନକୁ ଆସିଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଫିଚର ଆପଣଙ୍କ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନ୍‌ରେ ଉପଲବ୍ଧ ରହିଛି। ହୁଏତ ଏହାକୁ […]

mobile

mobile

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 07:54 PM IST

Sports

Latest News

କମ୍ପ୍ୟୁଟରରେ ଟାଇପ୍ କରି କରି ବେଳେ ବେଳେ ଆଙ୍ଗୁଳି ବଥା ହୋଇଯାଏ। ଇଚ୍ଛା ହୁଏ, ଏମିତି କିଛି ପଦ୍ଧତି ଥାଆନ୍ତ କି, ଯେଉଁଥିରେ ଆପେ ଆପେ କଥା କହୁ କହୁ କମ୍ପ୍ୟୁଟର ସ୍କ୍ରିନ୍‌ରେ ଶବ୍ଦ ଲେଖି ହୋଇଯାଆନ୍ତା। ହେଲେ ଏମିତି ହେବା କ’ଣ ସମ୍ଭବ! ଅନେକ ସମୟରେ ଏହି ପ୍ରଶ୍ନ ଆମ ମନକୁ ଆସିଥାଏ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଫିଚର ଆପଣଙ୍କ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନ୍‌ରେ ଉପଲବ୍ଧ ରହିଛି। ହୁଏତ ଏହାକୁ ଆପଣ ବ୍ୟବହାର କରି ନ ଥିବେ। ଆଉ ଜାଣି ନ ଥିବେ ଏହା ଆପଣଙ୍କ ମୁହଁର ଭାଷାକୁ ପଢିବାକୁ ସମ୍ପୂର୍ଣ୍ଣ ସମର୍ଥ । ଏହି ଫିଚରର ନାଁ ହେଉଛି ‘ଟେକ୍ସ ଟୁ ସ୍ପିଚ୍’ । ଏହାର ବ୍ୟବହାର ଆପଣଙ୍କ ଲାଗି ବେଶ୍‌ ଲାଭକାରୀ। ଜାଣିଛନ୍ତି ଏହା ୮୦ ପ୍ରତିଶତ ଶବ୍ଦକୁ ବୁଝିପାରିଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁଥିରୁ ଏହି ସୁବିଧାର ଲାଭ ଉଠାଇ ପାରିବେ।

windows -7:  ‍ବ୍ୟବହାରକାରୀ Start ବଟନ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ All Programsକୁ ଯାଆନ୍ତୁ। ଏଠାରେ Accessories ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। କ୍ଲିକ୍‌ କରିବା ମାତ୍ରେ Ease of Access ନାମକ ଏକ ବିକଳ୍ପ ଦେଖାଯିବ। ଏଥିରେ କ୍ଲିକ୍‌ କଲେ Windows Speech Recognition ଆସିଯିବ। ଏଠାରେ ଆପଣ ଏହି ସୁବିଧାର ବ୍ୟବହାର କରିପାରିବେ।

windows -8: ଏହାର ବ୍ୟବହାରକାରୀ Win Key ସହିତ Q ବଟନ ଦବାନ୍ତୁ। ସର୍ଚ୍ଚ ବକ୍ସ ଅପ୍ସନ୍‌ରେ speech recognition ଟାଇପ୍‌ କରି ଏହାରି ଉପରେ କ୍ଲିକ୍‌ କରନ୍ତୁ।  ଏହାପରେ Windows Speech recognition ଆରମ୍ଭ ହୋଇଯିବ।

windows -10: Control Panelକୁ ଯାଆନ୍ତୁ। ଏଠାରେ Ease of Access ଅପ୍ସନ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ Speech Recognition ବିକଳ୍ପ ଆସିଯିବ । ଏହା ଉପରେ କ୍ଲିକ କଲେ ହିଁ ଆପଣ ଏହି ସୁବିଧା ବ୍ୟବହାର କରିପାରିବେ। ଏହିଭଳି ଭାବରେ ଆପଣ ୱିଣ୍ଡୋଜ୍‌ରେ Speech Recognition ଅପ୍ସନକୁ ଏନେବଲ୍ କରିପାରିବେ। ଏହାପରେ ଏହାକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଟେକ୍ସଟ୍ ବକ୍ସକୁ ଯାଆନ୍ତୁ। ଏଠାରେ Start Listening କୁହନ୍ତୁ । ଆପଣଙ୍କ କମ୍ପ୍ୟୁଟରରେ ଥିବା ମାଇକ୍ରୋଫୋନ୍‌ ଆକ୍ଟିଭ୍‌ ହୋଇଯିବ ଓ ଆପଣ ଯାହା କହିବେ ତାହା ଆପେ ଆପେ ଟାଇପ୍‌ ହୋଇ ଚାଲିବ। ଶବ୍ଦ ଭୁଲ ହୋଇଗଲେ correct that କହିଲେ ଶବ୍ଦର ଶେଷ ଅକ୍ଷରଟି ବଦଳିଯିବ ଓ ଶବ୍ଦଟି ଠିକ୍‌ ହୋଇଯିବ।

ଆଣ୍ଡ୍ରୋଏଡ୍ ଫୋନ୍‌ରେ କିପରି କରିବେ ଟାଇପ୍: keyboardରେ ଥିବା mic ଆଇକନ୍ ଉପରେ ଟ୍ୟାପ୍‌ କରି ଆପଣ ଯାହା କହିବେ ସବୁ ଆପେ ଆପେ ଟାଇପ୍ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story