ଯାଆନ୍ତୁ ନାହିଁ ଏସବୁ ସ୍ଥାନକୁ; ଚାଲିଯିବ ଜୀବନ

ବିଶ୍ୱର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବାକୁ କାହାକୁ ବା ଭଲ ନଲାଗିବ। ଯେଉଁମାନେ ଏମିତି ଇଚ୍ଛା ରଖିଥାନ୍ତି, ସେମାନେ ବିଶ୍ୱର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ବିଷୟରେ ସବୁ ବେଳେ ଜାଣିବାକୁ ଆଗ୍ରହ ଦେଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ। କୁହାଯାଏ ଏହି ସବୁ ସ୍ଥାନ ବୁଲିବାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏଠାକୁ ଯିଏ ଯାଇଥାନ୍ତି, ଆଉ […]

snake

snake

Rakesh Mallick
  • Published: Monday, 19 February 2018
  • Updated: 19 February 2018, 11:47 AM IST

Sports

Latest News

ବିଶ୍ୱର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବାକୁ କାହାକୁ ବା ଭଲ ନଲାଗିବ। ଯେଉଁମାନେ ଏମିତି ଇଚ୍ଛା ରଖିଥାନ୍ତି, ସେମାନେ ବିଶ୍ୱର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ବିଷୟରେ ସବୁ ବେଳେ ଜାଣିବାକୁ ଆଗ୍ରହ ଦେଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ।

କୁହାଯାଏ ଏହି ସବୁ ସ୍ଥାନ ବୁଲିବାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏଠାକୁ ଯିଏ ଯାଇଥାନ୍ତି, ଆଉ ଫେରି ନଥାନ୍ତି। ଆସନ୍ତୁ ଜାଣିବା ରେଷ୍ଟ୍ରିକଟେଡ୍‌ ଜୋନ୍‌ ହୋଇ ସାରିଥିବା ଏମିତି କିଛି ସ୍ଥାନ ବିଷୟରେ।

Snake-Islandସପାଙ୍କ ଦ୍ୱୀପ: ଆମେ ଯେଉଁ ଜାଗା ନାଁ କହିବାକୁ ଯାଉଛୁ, ସାରା ଦୁନିଆରେ ଏହା ସାପଙ୍କ ଦ୍ୱୀପ ନାଁରେ କୁକ୍ଷାତି ଅର୍ଜନ କରିଛି। ବ୍ରାଜିଲ୍‌ର ସମୁଦ୍ର ସୀମାରେ ରହିଛି ଏହି ଦ୍ୱୀପ। ଏଠାରେ ବହୁତ ମାତ୍ରାରେ ସାପ ଦେଖିବାକୁ ମିଳିଥାନ୍ତି। ଏତେ ସଂଖ୍ୟାରେ ସାପ ଦେଖାଯିବା ପଛରେ କିଛି ରହସ୍ୟ ଥାଇପାରେ। ହେଲେ ଏହି ରହସ୍ୟ ଜାଣିବାକୁ ଯିଏ ଯାଉଛି, ସେ ଆଉ ଜୀବିତ ଫେରିନାହିଁ। ଏଥିପାଇଁ ଏହି ରହସ୍ୟ ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠିପାରିନାହିଁ। ଏହି କାରଣରୁ ଏହି ଦ୍ୱୀପକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଠାରେ ବହୁତ ପ୍ରଜାତୀର ବିଷଧର ସାପଙ୍କୁ ଦେଖିବାକୁ ମିଳିଥାଏ।

17591972_303ଲସ୍‌କସ୍‌ ଗୁମ୍ଫା: ଲସ୍‌କସ୍‌ ଗୁମ୍ଫା ବିଷୟରେ ଆପଣ କେବେ ଶୁଣି ନଥିବେ। ଯଦି ଜାଣି ନାହାନ୍ତି, ତେବେ ନିହାତି ଜାଣିବା ଦରକାର। କାରଣ ଯଦି ଭୁଲରେ ଆପଣ ଏଠାକୁ ଚାଲିଯିବେ ତେବେ ଜୀବିତ ଫେରିବାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। ଫ୍ରାନ୍ସରେ ରହିଛି ଏହି ଗୁମ୍ଫା। କୁହାଯାଏ ଏହି ଗୁମ୍ଫାରେ ଐତିହାସିକ ଯୁଗରୁ ହଜାର ହଜାର ଚିତ୍ର ରହିଛି। ହେଲେ ଯେଉଁମାନେ ଏ ବିଷୟରେ ଜାଣିଛନ୍ତି, ସେମାନେ କେବେ ବି ସାହସ କରିପାରୁ ନାହାଁନ୍ତି, ତା’ ଭିତରକୁ ଯିବାକୁ। ଏହି ଗୁମ୍ଫା ଯେ କୌଣସି ସମୟରେ ଭାଙ୍ଗି ଯିବାର ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଠାକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

v5-Tribe-GETନର୍ଥ ସେଣ୍ଟିନଲ ଦ୍ୱୀପ:  ଏହି ଦ୍ୱୀପକୁ ବାହାରର ଲୋକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି। ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦ୍ୱୀପରେ ବହୁ ପୁରାତନ ଜନଜାତିର ଲୋକେ ରହୁଛନ୍ତି। ଯେଉଁମାନେ ଏଠାକୁ ଆସୁଥିବା ଲୋକଙ୍କୁ ଆକ୍ରମଣ କରିଥାନ୍ତି। ଏହି ଜନଜାତିରା ଲୋକେ ବହୁତ ଖତରନାକ। ଏଠାକୁ କେବଳ ଡଙ୍ଗା ସାହାଯ୍ୟରେ ଆପଣ ଜାଇପାରିବେ। ଏହି ଦ୍ୱୀପ ଆଣ୍ଡାମାନରେ ରହିଛି। ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏଠାକୁ ଯିବାକୁ ଚେଷ୍ଟା କରିଥାନ୍ତି।

cf803214eddc00da6d7b7bcdca941f96ଶିଣ୍ଟୋ ମଠ: ଏହି ମଠକୁ କେବଳ ସର୍ବୋଚ୍ଚ ପୂଜାରୀ କିମ୍ବା ରାଜ ପରିବାର ପକ୍ଷରୁ ନିଯୁକ୍ତି ପାଇଥିବା ପୂଜାରୀ ଯାଇପାରିବେ। ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏଠାକୁ ଯିବାକୁ ଅନୁମତି ନାହିଁ। ପର୍ଯ୍ୟଟକ କେବଳ ମଠର ଗେଟ୍‌ ପର୍ଯ୍ୟନ୍ତ ଯାଇପାରିବେ। ଏହି ମଠଟି ଜାପାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story