ଅକ୍ଷତ ଅବସ୍ଥାରେ ମିଳିଲା ଶବ, ଜାଣିଛନ୍ତି କାହାର !

ଶବ ଉଦ୍ଧାର ବାବଦରେ ଆପଣ ଅନେକ ସମୟରେ ଖବର ପଢିଥିବେ। କେଉଁଠି ମାଟିତଳୁ ତ କେଉଁଠି ଟ୍ରେନ୍‌ ଲାଇନ୍‌ କଡ଼ରୁ। ଏମିତି ଖବର ଅନ୍ତତଃ ପ୍ରତିଦିନର ଖବର କାଗଜରେ ରହିଥାଏ। ଏଥିରେ କିଛି ନୁଆ ନୁହେଁ। ହେଲେ ଆମେ ଆପଣଙ୍କୁ ଏମିତି ଗୋଟିଏ ଶବ ବାବଦରେ କହିବାକୁ ଯାଉଛୁ। ଯାହାକୁ ଶୁଣି ଆପଣ କାବା ହୋଇଯିବେ। ଘଟଣାଟି ଜର୍ଜିଆର। ଏଠାରେ ଏକ ଜଙ୍ଗଲ ସଫେଇ ଅଭିଯାନ ବେଳେ ମେଶିନ୍‌ ଲଗାଇ ବଡ଼ବଡଡ଼ ପୁରୁଣା ଗଛ କଟା ଯାଉଥାଏ। […]

dog

dog

Rakesh Mallick
  • Published: Monday, 12 February 2018
  • Updated: 12 February 2018, 06:57 PM IST

Sports

Latest News

ଶବ ଉଦ୍ଧାର ବାବଦରେ ଆପଣ ଅନେକ ସମୟରେ ଖବର ପଢିଥିବେ। କେଉଁଠି ମାଟିତଳୁ ତ କେଉଁଠି ଟ୍ରେନ୍‌ ଲାଇନ୍‌ କଡ଼ରୁ। ଏମିତି ଖବର ଅନ୍ତତଃ ପ୍ରତିଦିନର ଖବର କାଗଜରେ ରହିଥାଏ। ଏଥିରେ କିଛି ନୁଆ ନୁହେଁ। ହେଲେ ଆମେ ଆପଣଙ୍କୁ ଏମିତି ଗୋଟିଏ ଶବ ବାବଦରେ କହିବାକୁ ଯାଉଛୁ। ଯାହାକୁ ଶୁଣି ଆପଣ କାବା ହୋଇଯିବେ।

ଘଟଣାଟି ଜର୍ଜିଆର। ଏଠାରେ ଏକ ଜଙ୍ଗଲ ସଫେଇ ଅଭିଯାନ ବେଳେ ମେଶିନ୍‌ ଲଗାଇ ବଡ଼ବଡଡ଼ ପୁରୁଣା ଗଛ କଟା ଯାଉଥାଏ। ହେଲେ ହଠାତ୍‌ ଗଛ କଟିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଏକ ଗଛ ଗଣ୍ଡିର ମଧ୍ୟ ଭାଗରୁ ଦେଖିବାକୁ ମଳିଲା ଶବ। କହାର ଜାଣିଛନ୍ତି କୁକୁରର, ଅକ୍ଷତ ଅବସ୍ଥାରେ ଗଛ ଗଣ୍ଡିରେ ପୋତି ହୋଇ ରହିଥିଲା କୁକୁରର ମୃତଦେହ। ଯାହାକୁ ଦେଖି ସେଠାରେ ଥିବା ଲୋକେ ଡରି ଯାଇଥିଲେ।

ଏହାକୁ ନେଇ ତନାଘନା ପରେ ଜଣାପଡିଥିଲା ଯେ, ଗଛ ଭିତରେ ଏହି କୁକୁରଟି ୨୦ ବର୍ଷ ଧରି ରହିଥିଲା। ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ, ବାସ୍ତବରେ ଏହି କୁକୁର ଗଛ ଭିତରକୁ ଆସିଲା କେମିତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ଦେଖି ସମସ୍ତେ କିଛି miracle ହୋଇଥାଇପାରେ ବୋଲି ଭାବିଥିଲେ।

ପରେ ଏକ୍ସପର୍ଟ ଏହା ଉପରୁ ପରଦା ଉଠାଇଛନ୍ତି। ସେମାନଙ୍କ ମତରେ କୌଣସି ଛୋଟ ପ୍ରାଣୀର ଶିକାର ଉଦ୍ଦେଶ୍ୟରେ ଏହି କୁକୁର ଗଛର ଗଣ୍ଡି ଭିତରକୁ ଚାଲିଯାଇଥିଲା। ପାଖାପାଖି ୨୮ ଫୁଟ୍‌ ଚଢିବା ପରେ ସେ  ଫେରିବାକୁ ଚାହିଁ ଫେରି ପାରି ନ ଥିଲା। ନ ଖାଇ ନ ପିଇ ସେଠାରେ ତାର ମୃତ୍ୟୁ ଘଟିଥାଇପାରେ। ମୃତ୍ୟୁ ପରେ କୁକରର ଶରୀର ନଷ୍ଟ ହେବା ବଦଳରେ ସହିଠାରେ ଶୁଖି ଯାଇଥିଲା। ଗଛରେ ଥିବା କିଛି ରସାୟନ ପାଇଁ କୁକୁର ଶରୀର ସଢିବା ବଦଳରେ ଅକ୍ଷତ ରହିଥାଇପାରେ ବୋଲି ସେମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story