ଆମେରିକା ରାଷ୍ଟ୍ରପତିଙ୍କ ନଗ୍ନ ପ୍ରତିମୂର୍ତ୍ତି ନିଲାମ

ୱାସିଂଟନ: ୧୮.୬୫ ଲକ୍ଷ ଟଙ୍କାରେ ନିଲାମ ହେଲା ଡୋନାଲ୍ଡ ଟ୍ରମ୍ପଙ୍କର ନଗ୍ନ ପ୍ରତିମୂର୍ତ୍ତି। ଜ୍ୟାକ୍‌ ବାଗାନ୍ସ ନାମକ ଜଣେ ବ୍ୟକ୍ତି ଏହି ପ୍ରତିମୂର୍ତ୍ତିକୁ କିଣିଛନ୍ତି। ଜ୍ୟାକ୍‌ ଭୂତପ୍ରେତଙ୍କ ଅସ୍ଥିତ୍ୱ ନେଇ ଗବେଷଣା କରନ୍ତି। ସେ ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତିକୁ ତାଙ୍କର ହଣ୍ଟେଡ୍‌ ମ୍ୟୁଜିୟମ୍‌ରେ ରଖିଛନ୍ତି। ଯାହାକୁ ଦେଖିବାକୁ ମ୍ୟୁଜିୟମ୍‌ରେ ଲୋକଙ୍କ ଭିଡ଼ ଜମୁଛି। ଜୁଲିୟନ ଅକ୍ସନ ନାମକ ଏକ ସଂସ୍ଥା ଟ୍ରମ୍ପଙ୍କର ଏହି ନଗ୍ନ ପ୍ରତିମୂର୍ତ୍ତିକୁ ନିଲାମ ଡାକିଥିଲା। ଖବର ଅନୁସାରେ ଆମେରିକାରେ ୨୦୧୬-୧୭ରେ ହୋଇଥିବା ରାଷ୍ଟ୍ରପତି […]

trump 5

trump 5

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 02:16 PM IST

Sports

Latest News

ୱାସିଂଟନ: ୧୮.୬୫ ଲକ୍ଷ ଟଙ୍କାରେ ନିଲାମ ହେଲା ଡୋନାଲ୍ଡ ଟ୍ରମ୍ପଙ୍କର ନଗ୍ନ ପ୍ରତିମୂର୍ତ୍ତି। ଜ୍ୟାକ୍‌ ବାଗାନ୍ସ ନାମକ ଜଣେ ବ୍ୟକ୍ତି ଏହି ପ୍ରତିମୂର୍ତ୍ତିକୁ କିଣିଛନ୍ତି। ଜ୍ୟାକ୍‌ ଭୂତପ୍ରେତଙ୍କ ଅସ୍ଥିତ୍ୱ ନେଇ ଗବେଷଣା କରନ୍ତି। ସେ ଟ୍ରମ୍ପଙ୍କର ଏହି ପ୍ରତିମୂର୍ତ୍ତିକୁ ତାଙ୍କର ହଣ୍ଟେଡ୍‌ ମ୍ୟୁଜିୟମ୍‌ରେ ରଖିଛନ୍ତି। ଯାହାକୁ ଦେଖିବାକୁ ମ୍ୟୁଜିୟମ୍‌ରେ ଲୋକଙ୍କ ଭିଡ଼ ଜମୁଛି। ଜୁଲିୟନ ଅକ୍ସନ ନାମକ ଏକ ସଂସ୍ଥା ଟ୍ରମ୍ପଙ୍କର ଏହି ନଗ୍ନ ପ୍ରତିମୂର୍ତ୍ତିକୁ ନିଲାମ ଡାକିଥିଲା।

ଖବର ଅନୁସାରେ ଆମେରିକାରେ ୨୦୧୬-୧୭ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରିପବ୍ଲିକ୍‌ ପାର୍ଟିର ପ୍ରାର୍ଥୀ ଓ ଟ୍ରମ୍ପଙ୍କର ନଗ୍ନ ପ୍ରତିମୂର୍ତ୍ତି ତିଆରି ହୋଇଥିଲା।

ଆମେରିକାର ୫ଟି ସହରରେ ଏହି ପ୍ରତିମୂର୍ତ୍ତି ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ପରେ ଏହି ପ୍ରତିମୂର୍ତ୍ତି ସବୁକୁ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ଟ୍ରମ୍ଫଙ୍କର ଏହି ମୂର୍ତ୍ତିଟିକୁ 'ଲା ଲୁଜ୍‌ ଦେ ଜେସୁସ୍ ଗ୍ୟାଲେରୀ'ରେ ଲୁଚାଇ ରଖାଯାଇଥିଲା।

ଏହି ପ୍ରତିମୂର୍ତ୍ତିଟି ଫୁଙ୍ଗୁଳା ହୋଇଥିଲେ ମଧ୍ୟ ଏଥିରେ ଗୁପ୍ତାଙ୍ଗ ତିଆରି କରାଯାଇ ନାହିଁ। ପ୍ରତିମୂର୍ତ୍ତିଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story