ଦାମ ରାଉତଙ୍କ କ୍ୱାର୍ଟର୍ସକୁ ଧସେଇ ପଶିଲେ ବିକ୍ଷୋଭକାରୀ

<p>ଭୁବନେଶ୍ୱର: କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ କ୍ୱାର୍ଟର୍ସକୁ ନବ ନିର୍ମାଣ ଯୁବଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଧସେଇ ପଶିଛନ୍ତି। ପୋଲିସ ଉପସ୍ଥିତକୁ ବେଖାତିର କରି ୫ ବିକ୍ଷୋଭକାରୀ ଦାମଙ୍କ କ୍ୱାର୍ଟର୍ସର ମେନ୍ ଗେଟ୍ ଠେଲି ଭିତରକୁ ପ୍ରବେଶ କରିଥିଲେ।</p> <p>ସୂଚନାଯୋଗ୍ୟ, ଚାଷୀ ସମସ୍ୟା ନେଇ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଲୋୟର ପିଏମ୍&zwnj;ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।&nbsp; ରାଜ୍ୟରେ ଚାଷୀ ଆତ୍ମହତ୍ୟା ରୋକିବା, ରିଲିଫ କୋର୍ଡ ସଂଶୋଧନ ଓ ଭାଗ ଚାଷୀ ଆଇନ୍ ତୁରନ୍ତ ଲାଗୁ ସହ ଦାମୋଦର ରାଉତଙ୍କ ବହିଷ୍କାର ଓ ଗିରଫ ଦାବି କରିଛି ସଂଗଠନ।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 02:08 PM IST

Sports

Latest News

<p>ଭୁବନେଶ୍ୱର: କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ କ୍ୱାର୍ଟର୍ସକୁ ନବ ନିର୍ମାଣ ଯୁବଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଧସେଇ ପଶିଛନ୍ତି। ପୋଲିସ ଉପସ୍ଥିତକୁ ବେଖାତିର କରି ୫ ବିକ୍ଷୋଭକାରୀ ଦାମଙ୍କ କ୍ୱାର୍ଟର୍ସର ମେନ୍ ଗେଟ୍ ଠେଲି ଭିତରକୁ ପ୍ରବେଶ କରିଥିଲେ।</p><p>ସୂଚନାଯୋଗ୍ୟ, ଚାଷୀ ସମସ୍ୟା ନେଇ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଲୋୟର ପିଏମ୍&zwnj;ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।&nbsp; ରାଜ୍ୟରେ ଚାଷୀ ଆତ୍ମହତ୍ୟା ରୋକିବା, ରିଲିଫ କୋର୍ଡ ସଂଶୋଧନ ଓ ଭାଗ ଚାଷୀ ଆଇନ୍ ତୁରନ୍ତ ଲାଗୁ ସହ ଦାମୋଦର ରାଉତଙ୍କ ବହିଷ୍କାର ଓ ଗିରଫ ଦାବି କରିଛି ସଂଗଠନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos